ହେଡଲାଇନସ୍:

ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜଙ୍କୁ ଆକ୍ରମଣ : ଦୁର୍ବୃତ୍ତମାନେ ଲୁଟିନେଲେ ମୋବାଇଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର / ନିରୋଜ ମିଶ୍ର : ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଭୋର୍‌ ୫ ଟା ସମୟରେ ସ୍ଥାନୀୟ ଡେଲ୍‌ଟା ସ୍କୋୟାର୍‌ ଅଞ୍ଚଳରେ ସାମ୍ବାଦିକ ଶ୍ରୀ ଭଞ୍ଜ ପ୍ରାତଃ ଭ୍ରମଣ କରୁଥିବା ବେଳେ ଦୁର୍ବୃତ୍ତ ମାନେ ଲୁହା ଛଡ ଦ୍ୱାରା ଆକ୍ରମଣ କରି ତାଙ୍କଠୁ ମୋବାଇଲ ଛଡାଇ ନେଇଥିଲେ । ଏବେ ସେ କେପିଟାଲ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ଜଣାପଡିଛି । ଏହି ଆକ୍ରମଣ ଘଟଣାକୁ ସାମ୍ବାଦିକ ମହଲରେ ଦୃଢ ନିନ୍ଦା କରାଯାଇଥିବା ବେଳେ ତୁରନ୍ତ ଦୁର୍ବୃତ୍ତ ମାନଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରଯାଇଛି ।

0
0
0
s2sdefault