html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPKQR04E4X
`58; Hacked By probe `68;
[ HXIMPkqr04e4x ]
HXIMPkqr04e4x
CVE-2026-49049 | import vector

ଆର୍ନ୍ତଜାତୀୟ ଖେଳାଳି ମନ୍ଦାକିନୀ ମହାନ୍ତଙ୍କ ପିତୃ ବିୟୋଗ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବେତନଟୀ(ଶାସକ ପ୍ରଶାସକ) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ଗୁହାଳଡିହି ଗ୍ରାମରେ ବାସ କରୁଥିବା ଅବସରପ୍ରାପ୍ତ ହିନ୍ଦି ଶିକ୍ଷକ ତଥା ଆର୍ନ୍ତଜାତୀୟ ଖେଳାଳି ପୋଲିସ ଇନସପେକ୍ଟର ମନ୍ଦାକିନୀ ମହାନ୍ତଙ୍କ ପିତା ଶ୍ୟାମସୁନ୍ଦର ମହାନ୍ତଙ୍କର ୮୧ ବର୍ଷ ବୟସରେ ଦେହାନ୍ତ ହୋଇ ଯାଇଛି ।  ଦିବଂଗତ ଶ୍ୟାମସୁନ୍ଦର ଯୁଗଳ ଉଚ୍ଚ ବିଦ୍ୟାଳୟରୁ ଅବସର ଗ୍ରହଣ କରି ଥିଲେ । ଶ୍ୟାମସୁନ୍ଦର ଜଣେ ଛାତ୍ର ବତ୍ସଳ  ଶିକ୍ଷକ, ମେଳାପି, ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତିତ୍ୱ ଥିଲେ । ସେ ପ୍ରଜାପିତା ବ୍ରହ୍ମାକୁମାରୀର ଜଣେ ପ୍ରଚାରକ ଥିଲେ । ଶ୍ୟାମସୁନ୍ଦରଙ୍କ ଦେହାନ୍ତରେ ତାଙ୍କର ଧର୍ମପତ୍ନୀ  ବାଲିମଣୀ ମହାନ୍ତ, କନ୍ୟା ଚାରୁଲତା, ଆର୍ନ୍ତଜାତୀୟ ଖେଳାଳି ମନ୍ଦାକିନୀ ମହାନ୍ତ, ପୁତ୍ର ସତ୍ୟନାରାୟଣ ମହାନ୍ତ, ଜଗବନ୍ଧୁ ମହାନ୍ତ, ଜ୍ୱାଇଁ ପରେଶଚନ୍ଦ୍ର ମହାନ୍ତ, ପୁତ୍ରବୋଧୁ ଭାରତୀ ମହାନ୍ତ ସମସ୍ତେ ଶୋକାଭିଭୂତ ହୋଇ ପଡି ଥିବାର ଜଣା ପଡିଛି । ତାଙ୍କ ଦେହାନ୍ତକୁ ନେଇ ସମଗ୍ର କ୍ରୀଡା ଜଗତ ଓ ଶିକ୍ଷକ ସମାଜ ଶୋକ ପ୍ରକାଶ କରିଛି । ସ୍ୱର୍ଗତଃ ଶ୍ୟାମସୁନ୍ଦରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇ ଥିବାର ଜଣା ପଡିଛି ।

0
0
0
s2sdefault