html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPKQR04E4X
`58; Hacked By probe `68;
[ HXIMPkqr04e4x ]
HXIMPkqr04e4x
CVE-2026-49049 | import vector

ମହାନଦୀ ପଠାରୁ ଆହତ ହରିଣ ଉଦ୍ଧାର, ଚିକିତ୍ସା ପାଇଁ ନେବା ବେଳେ ମୃତ୍ୟୁ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ କେଳଗାଁ ମହାନଦୀ କୂଳରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଆହାତ ହରିଣ ଉଦ୍ଧାର । ବୌଦ୍ଧ ଜିଲ୍ଲା ଡମ୍ବରୁଗଡ ପାହାଡରୁ ମହାନଦୀ ପାଣି ପାଇବାକୁ ଆସିଥିବା ବେଳେ ଶିକାରୀ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସ୍ଥାନୀୟ  ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସୁବଳୟା ବନ ବିଭାଗକୁ ଖବର ଦେବା ପରେ ବନବିଭାଗ  କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଆହାତ ହରିଣକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ନେବା ବାଟରେ ହରିଣ ମୃତ୍ୟୁ ହୋଇଥିଲା । ବୀରମହାରାଜପୁର ରେଞ୍ଜର ଅବିନାଶ ବରିହା ଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସା ଅଧିକାରୀ ଡା :ସୁବ୍ରତ ପୁରୋହିତ ହରିଣକୁ ଶବ ବ୍ୟବଚ୍ଛେଦ କରି ହରିଣର ମର ଶରୀର ପୋତି ଦିଆଯାଇଥିଲା । ବନବିଭାଗ ର ଅବହେଳା ଯୋଗୁ ପ୍ରତେକ ଦିନ ନିରିହ ବନ୍ୟ ଜନ୍ତୁ ଶିକାରୀ ମୁହଁରେ ପଡି ମୃତ୍ୟୁ ବରଣ କରୁଥିବା ଦେଖିବାକୁ ମିଲେ ।

0
0
0
s2sdefault