html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMP4RL9UXPK
`58; Hacked By probe `68;
[ HXIMP4rl9uxpk ]
HXIMP4rl9uxpk
CVE-2026-49049 | import vector

ଶବ ରଖି ଥାନା ଆଗରେ ଧାରଣା

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ରେ କାର୍ଯ୍ୟରତ ସଞ୍ଜୟ ପଧାନ(୩୫)ଗତ ରବିବାର ଦିନ କିଟନାଶକ ପିଇ ଆତ୍ମହତ୍ୟା କରିଥିଲେ |ତାଙ୍କ ଆତ୍ମହତ୍ୟା ପାଇଁ ଝାରବନ୍ଧ ର କିଛିଲୋକଙ୍କୁ ଦାୟୀ କରି ସେମାନଙ୍କୁ ଗିରଫ ଦାବିରେ ସୋମବାର ମୃତକଙ୍କ ସ୍ତ୍ରୀ ଆସିକା ପ୍ରଧାନଙ୍କ ସମେତ ଶତାଧିକ ଲୋକ ଝାରବନ୍ଧ ଥାନା ଆଗରେ ମୃତ ଦେହ ରଖି ଧାରଣା ରେ ବସିଥିଲେ। ଗତ ଫେବୃଆରୀ୧୬ ତାରିଖରେ ହୋମଗାର୍ଡ ଙ୍କ ନିଜସ୍ୱ ଗ୍ରାମ ପ୍ରତାପପୁର ର କିଛି ଲୋକ ଙ୍କ ସହିତ ମାରପିଟ ଝଗଡା ହୋଇଥିଲା।ଦୁଇ ଜଣ ବ୍ୟକ୍ତି ଙ୍କୁ ଗୁରୁତର ଭାବରେ ଆକ୍ରମଣ କରିଥିଲେ।ଏ ବିଷୟରେ ଥାନା ରେ ଅଭିଯୋଗ ପରେ ହୋମଗାର୍ଡ ଶ୍ରୀ ପଧାନ ଜେଲ ଯାଇଥିଲେ ଦୀର୍ଘଦିନ ପରେ ଜେଲ ରୁ ଜାମିନ ରେ ଆସିଥିଲେ ।ପୋଲିସ ବିଭାଗ ତାଙ୍କୁ କାର୍ଯ୍ୟରେ ଡ୍ୟୁଟି ଦେଇ ନ ଥିଲେ।ଏଣୁ ମାନସିକ ଚାପ ରେ ସେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।ଆତ୍ମହତ୍ୟା ପୂର୍ବରୁ ସେ ଏକ ସ୍ୱିସାଇଡାଲ ନୋଟ ରେ କିଛି ଲୋକ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ଉଲ୍ଲେଖ କରିଛନ୍ତି।ନିଜେ ଶ୍ରୀ ପ୍ରଧାନ ମୋବାଇଲ ର୍ବ ରେକର୍ଡ କରିବା ସହିତ ସୁସାଇଡ଼ ନୋଟ ରେ ମଧ୍ୟ ଲେଖିଛନ୍ତି।ଏହି କାରଣ ଯୋଗୁଁ ଘଟଣା କୁ ନେଇ ପରିବାର ଲୋକେ  ଥାନା ର ଦ୍ୱାରସ୍ତ ହୋଇ ଅଭିଯୁକ୍ତ ଙ୍କ ଵିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।ଥାନା ସମ୍ମୁଖରେ ରେ ମୃତ ଦେହ କୁ ରଖି ଦୀର୍ଘ ଘଣ୍ଟା ଧରି ଧାରଣ ଦେଇ ଥିଲେ ଏ ସମ୍ପର୍କରେ ଖବର ପାଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ଝାରବନ୍ଧ ତହସିଲଦର ସୀମାସବିତା କୁଲୁ ଝାରବନ୍ଧ ଥାନା ଅଧିକାରୀ ଠାକୁର ପ୍ରସାଦ ମୁର୍ମୁ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ସହିତ ଅଭିଯୁକ୍ତ ମାନଙ୍କ ଵିରୁଦ୍ଧ ରେ ମାମଲା ରୁଜୁ କରିଥିଲେ ଶ୍ରୀ ପ୍ରଧାନ ଙ୍କ ସ୍ତ୍ରୀ ଆସିକା ହୋମଗାର୍ଡ ରେ ରହିବା କୁ ଇଛାପ୍ରକାଶ କରନ୍ତି ତେବେ ତାଙ୍କୁ ନିଯୁକ୍ତି ଦେଇ ହୋମଗାର୍ଡ ପଦବୀ ରେ ଥାନା ରେ ଅବସ୍ଥାପିତ କରାଯିବ ବୋଲି ପଦ୍ମପୁର ଏସ ଡି ପି ଓ ଶ୍ରୀ ସାହୁ ପ୍ରତିଶ୍ରୁତି ଦେବା ପରେ।ମୃତଦେହକୁ ଉଠାଇଥିଲେ।ମୃତ ହୋମଗାର୍ଡ ଙ୍କ ପରିବାର ରେ ତାଙ୍କ ବିଧବା ମା,ସ୍ତ୍ରୀ,ଅବିବାହିତ ଭାଇ ସହିତ ଏକବର୍ଷ ର ଶିଶୁ ପୁତ୍ର ଅଛନ୍ତି ସେ ତିନିବର୍ଷ ତଳେ ବିବାହ କରିଥିଲେ।ଝାରବନ୍ଧ ଥାନା କେଶ ନମ୍ବର 37/2021 ରେ ଏକ ମାମଲା ରୁଜୁ ହୋଇଛି। ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କହିଛି।

0
0
0
s2sdefault