html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMP4RL9UXPK
`58; Hacked By probe `68;
[ HXIMP4rl9uxpk ]
HXIMP4rl9uxpk
CVE-2026-49049 | import vector

ଟ୍ରକ ଧକ୍କାରେ ମହିଳା ମୄତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,ରମାକାନ୍ତ ବିଶ୍ବାଳ: ସମ୍ବଲପୁର ସରଳା ନିକଟସ୍ଥ  ଟାଙ୍ଗରପାଲି ବ୍ରିଜ ନିକଟରେ ପୁଣି ଘଟିଛି  ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ଏକ ଟ୍ରକ  ବାଇକ  କୁ ଧକ୍କା  ଦେବାରୁ  ଘଟଣା ସ୍ଥଲରେ ଜଣେ ମହିଳା ଙ୍କ ମୄତ୍ୟୁ ଘଟିଥିବା ଜଣାପଡିଛି ।  ମୄତକ ମହିଳା ଜଣକ ହେଲେ  ୫୫ ବର୍ଷିୟ  କୋଶଲ୍ୟା ରୋହିଦାସ । ତାଙ୍କ ଘର  ସମ୍ବଲପୁର ସହର ରେ ବୋଳି  ଜଣାପଡିଛି । ସୂଚନା ଅନୁସାରେ ଏକ ବାଇକରେ ମହିଳା ଜଣକ ନିଜ ପୁଅ ସାଥିରେ ଯାଉଥିବା ସମୟରେ ସରଳା ଟାଙ୍ଗରପାଲି ବ୍ରିଜ ନିକଟରେ ଏକ ଟ୍ରକ ବାଇକ କୁ ଧକ୍କା ଦେଇଥିଲା । ଫଳରେ ଵାଇକ ରେ ବସିଥିବା ମହିଳା ଙ୍କ ଘଟଣା ସ୍ଥଲରେ ମୄତ୍ୟୁ ହୋଇଯାଇଥିଲା । ପରେ ଏନେଇ ଉତ୍ତେଜନା ପରିସ୍ଥିତି ସୄଷ୍ଠି ହୋଇଥିବା ବେଳେ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ ରେ ନିଆ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ଧନୁପାଲି ପୋଲିସ ଘଟଣା ସ୍ଥଲରେ ପହଞ୍ଚି ପରିସ୍ଥିତି କୁ ନିଅନ୍ତ୍ରଣକୁ ଆଣିଥିଲା ।  ଘଟଣା ସ୍ଥଲରେ ସମ୍ବଲପୁର ର ଅତିରିକ୍ତ ଏସପି ଅମରେଶ ପଣ୍ଡା ନିଜେ ପହଞ୍ଚି  ପରିସ୍ଥିତି ତଦାରଖ କରିଥିଲେ । ଘଟଣା ସ୍ଥଲରେ ଦୁର୍ଘଟଣା ଘଟାଇଥିବା  ଟ୍ରକର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପରେ   ପୋଲିସ ଟ୍ରାଇଭର କୁ ଗିରଫ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ କୁ ଜବତ କରି ଅଧିକ  ତଦନ୍ତ ଚଲାଇଛି ।

0
0
0
s2sdefault