html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMP4RL9UXPK
`58; Hacked By probe `68;
[ HXIMP4rl9uxpk ]
HXIMP4rl9uxpk
CVE-2026-49049 | import vector

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ : ଜଣେ ମୃତ ଓ 15ରୁ ଉର୍ଦ୍ଧ୍ବ ଆହତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ(ବିଶ୍ୱଜିତ ନାୟକ) - ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ |  ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଲେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି l 

ଆଜି ଅପରାହ୍ନ ରେ ବ୍ରହ୍ମପୁରରୁ ନରସିଂହପୁର ଚୌଧୁରୀ ନାମକ ଯାତ୍ରୀ ବାହି ବସ ଆସୁଥିବା ବେଳେ ଫତେଗଡ଼ ଥାନା ଦରଦା ନିକଟରେ ଏକ ଗାତରେ ଚକା ପଡିଯାଇଥିଲା l ସେଠାରେ ଗାଡିଟି ଓଲଟି ପଡିଥିଲା l ଗାଡ଼ିରେ 60 ଯାତ୍ରୀ ଥିବାବେଳେ ସେଥିରୁ 15ରୁ ଉର୍ଦ୍ଧ୍ବ  ଯାତ୍ରୀ ଗୁରୁତର ହୋଇଥିଲେ l ସେଠାରୁ ସଂଗେ ସଂଗେ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ ଏବଂ ଦୁଇ ଜଣଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି। ରାସ୍ତା କାମ ଚାଲିଥିବା ସମୟରେ ରାସ୍ତା ଖୋଳିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷ ଆହତ ବ୍ୟକ୍ତି କହିଛନ୍ତି l

0
0
0
s2sdefault