html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMP4RL9UXPK
`58; Hacked By probe `68;
[ HXIMP4rl9uxpk ]
HXIMP4rl9uxpk
CVE-2026-49049 | import vector

 ମର୍ମନ୍ତୁଦ ସଡକ ଦୁର୍ଘଟଣା :୧ ମୃତ,୫ ଗୁରୁତର।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର/ରମାକାନ୍ତ ବିଶ୍ବାଳ:  ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବୁର୍ଲା ଭିମସାରରେ ଚିକିତ୍ସା କରାଯାଉଛି। ପ୍ରାପ୍ତ ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଅଞ୍ଚଳର ସୌରଭ ଅଗ୍ରୱାଲ ତାଙ୍କ ସ୍ତ୍ରୀ ନେହା ଅଗ୍ରୱାଲ, ମା ମଂଜୁଲତା ଅଗ୍ରୱାଲ, ୭ ବର୍ଷର ପୁଅ ରିତ ଅଗ୍ରୱାଲ ,୯ ବର୍ଷର ଝିଅ ରିତିକା ଅଗ୍ରୱାଲ ଓ ପଡୋଶୀ ବନ୍ଧୁଙ୍କ ସ୍ତ୍ରୀ ପୂଜା ଶର୍ମା ଙ୍କ ସହିତ ଝାରସୁଗୁଡା ଶ୍ରୀ ଶ୍ୟାମ ମନ୍ଦିରକୁ ଦର୍ଶନ ନିମନ୍ତେ ଯାଇଥିଲେ। ସେଠାରୁ ଦର୍ଶନ ସାରି ନିଜର ଇକୋ ସ୍ପୋର୍ଟସ ଗାଡ଼ିରେ ଘରକୁ ଫେରୁଥିବା ସମୟରେ  ରେଙ୍ଗାଲି ବାଏପାସ ସାଲେପଡା ଛକ ନିକଟରେ ଏକ ଟ୍ରକ କୁ ପଛପଟୁ ଧକା ଦେଇଥିଲା। ଫଳରେ ସମସ୍ତେ ଗୁରୁତର ଭାବେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଖବର ପାଇ ତାଙ୍କ ସମ୍ପର୍କୀୟ ମାନେ ତାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ଏଠାରେ ସୌରଭଙ୍କ ମା ମଞ୍ଜୁଳାତଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ହୋଇଥିବା ନେହଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୌରଭଙ୍କ ଦୁଇ ପୁଅ ଓ ଝିଅଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

0
0
0
s2sdefault