ପାଣି ଟ୍ୟାଙ୍କର ଧକ୍କାରେ ବୄଦ୍ଧ ଆହତ ,ଉଚ୍ଚତର ଚିକିତ୍ସା ପାଇଁ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତରିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା କୁତନା ଗ୍ରାମ ନିକଟସ୍ଥ ଝାରବନ୍ଧ ଡ୍ୟାମ କାର୍ଯ୍ୟରେ ଲାଗିଥିବା ଏକ ପାଣି ଟ୍ୟାଙ୍କର ଗାଡି ନମ୍ବର ଓଆର-୧୫-୫୩୯୫ ସେହି କୁତନା ଗ୍ରାମର ୬୦ ବର୍ଷୀୟ ବୄଦ୍ଧା କୁବେର ମହାପାତ୍ର ନିଜ ଘର ପିଣ୍ଡାରେ ବସିଥିବା ବେଲେ ଏହି ପାଣି ଟ୍ୟାଙ୍କର ଶକ୍ତ ଧକ୍କା ଦେଇଥିଲା । ଟ୍ୟାଙ୍କର ଧକ୍କା ଦେବା ଯୋଗୁଁ କୁବେର ମହାପାତ୍ରଙ୍କ ଡାହାଣ ଗୋଡ ଅଘାତ ଲାଗିଛି । ପ୍ରଥମେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଏବଂ ଉଚ୍ଚତର ଚିକିତ୍ସା ପାଇଁ ବୁର୍ଲା ବଡ଼ ମେଡିକାଲ ନିଆଯାଇଛି ।

0
0
0
s2sdefault