ହେଡଲାଇନସ୍:

କୋଭିଡରେ ପ୍ରାଣ ହରାଇଲେ କୋଭିଡ ଯୋଦ୍ଧାଙ୍କ ମା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଳ(ଶାସକ ପ୍ରଶାସକ)  :  କୋଭିଡ ନିୟନ୍ତ୍ରଣରେ ନିୟୋଜିତ କୋଭିଡ ଯୋଦ୍ଧା ତଥା  ପାଇକମାଳ ସରକାରି ଚିକିତ୍ସାଳୟର ଫାର୍ମାସିଷ୍ଟି ଚିତ୍ତ ରଂଜନ ଦାଶଙ୍କ ମାତା ସୁମତି ଦାଶଙ୍କ ମୃତ୍ୟୁ କୋଭିଡ ଯୋଗୁ ହୋଇଥିବା ଜଣାପଡିଛି | ତାଙ୍କୁ ୭୭ ବର୍ଷ ହୋଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସୋମବାର ଦେହାନ୍ତ ହୋଇଯାଇଛି । ଶ୍ରୀମତି ଦାଶ ଭବାନିପାଟଣା କୋଭିଡ ଚିକିତ୍ସାଳୟରେ ଚିକିତ୍ସତ ହେଉଥିବା ବେଳେ ଶନିବାର ନିଜ ଘର ବ୍ରହ୍ମପୁରରେ ଥିବା  କୋଭିଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।  ତାଙ୍କର ଦୁଇପୁଅ ଓ ତିନି ଝିଅ  ଓ ନାତି ନାତୁଣି ଅଛନ୍ତି ।

0
0
0
s2sdefault