ହେଡଲାଇନସ୍:

ଜାପାନୀ ଏନସେଫାଲାଇଟିସ: ଗାୟତ୍ରୀ ବିଦ୍ୟା ମନ୍ଦିରର ୩୧୭ ଶିଶୁ ଟୀକା ନେଲେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲ୍ଲାରେ ୭୮ହଜାର ଶିଶୁଙ୍କୁ ଜାପାନିଏନସେଫାଲଇଟିସ ଟୀକା ପ୍ରଦାନ ନିମନ୍ତେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।  ଆଜି ଓଡଗାଁ ବ୍ଲକ ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରିର ୩୧୭ ଶିଶୁଙ୍କୁ ଟୀକା ପ୍ରଦାନ କରାଯାଇଥିଲା ।  ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଏବଂ କର୍ମୀ ଟୀକାକରଣ କରିଥିଲେ । ତେବେ ଜ୍ୱରରେ ପୀଡିତ  ଥିବା ଏବଂ ଅନୟ କୈାଣସି ଚିକିତ୍ସାଧୀନ  ଥିବା ଶିଶୁଙ୍କୁ ଟୀକା ପ୍ରଦାନ କରାଯାଇନଥିଲା । ଗାୟତ୍ରୀ ବିଦ୍ୟା ମନ୍ଦିର ଅଧ୍ୟକ୍ଷ ବିରେନ୍ଦ୍ର ସାହୁ ଏବଂ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ  ସହ ଯୋଗରେ  ଟୀକାଦାନ  କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହୋଇଥିଲା ।  

0
0
0
s2sdefault