ହେଡଲାଇନସ୍:

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଖଲିଆପାଲିରେ ବାବାଯାତ୍ରା ଓ ବୁଗିବୁଗି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଜେପୁର ନିର୍ବାଚନ ମଣ୍ଡଳୀର ବଡ଼ବ୍ରାହ୍ମଣୀ ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ଗ୍ରାମରେ ସମାଜର ଶାନ୍ତି ପାଇଁ ଅଲେଖ ମହିମାଧର୍ମ ବଲମ୍ବୀ ବାବାଯାତ୍ରା ତଥା ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବୁଗିବୁଗି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ  ମୁଖ୍ୟ ଅତିଥି ଭାବରେଯୁବ ସମାଜସେବୀ ଶ୍ରୀକାନ୍ତ ମିଶ୍ର,ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟା ସବିତା ସାହୁ ଓ ମଣ୍ଡଳ ସଭାପତି ସରଜନ ଡ଼ନସନା ଯୋଗ ଦେଇଥିଲେ । ବୁଗିବୁଗି ପ୍ରତିଯୋଗିତାର କୄତି ପ୍ରତିଯୋଗି ବର୍ଷାରାଣୀ ସନଦେଜ,ଇତିଶ୍ରୀ ପାଣିଗ୍ରାହୀ, ଧରିତ୍ରୀ ସାହୁ, ପ୍ରିୟଙ୍କା ସାହୁ ଓ ସ୍ମୁତିଶ୍ରୀb ସାହୁଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ ଛବିଳ ସାହୁ, ଅମୂଲ୍ୟ ସାହୁ ଓ ଝସକେତନ ସାହୁ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault