ହେଡଲାଇନସ୍:

ସାହାସିକତା ପୁରସ୍କାର ପାଉଥିବା ବାଳକ ଓ ବାଳିକା ମାନଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଜାତୀୟ ସାହାସିକତା ପୁରସ୍କାର ପାଉଥିବା ବାଳକ ଓ ବାଳିକା ମାନଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଘୋଷଣା | ଚଳିତ ବର୍ଷ ଠାରୁ ଏହି ପୁରସ୍କାର ପ୍ରତିବର୍ଷ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ଆଜି ଏହି ମର୍ମରେ ମୁଖ୍ୟମନ୍ତ୍ରୀଂକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ମଧ୍ୟ ନିଆଯାଇଛି | ସଚିବାଲୟରେ ଏବର୍ଷର ଦୁଇ ସାହସୀ ବାଳିକା ମମତା ଦଳାଇ ଓ ବାଳକ ପଙ୍କଜ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉପରୋକ୍ତ ଘୋଷଣା କରିଛନ୍ତି | ଏହି ସାହସୀ ବାଳକ ବାଳିକା ଦ୍ଵୟଙ୍କ ପାଠପଢା ବିଷୟ ବୁଝିବା ଏହା ମୁଖ୍ୟମନ୍ତ୍ରୀ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ | 

0
0
0
s2sdefault