ହେଡଲାଇନସ୍:

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ :- ଆଜି ଭୋରରୁ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡେନ ସମବାୟ ସମିତିର ସମ୍ପାଦକ ଖଗେଶ୍ବର ବେହେରାଙ୍କର ବୁଡେନ କାର୍ୟାଳୟ , ବୁଡେନ ସ୍ଥିତ ତାଙ୍କର ପୈତୃକ ବାସଭବନ ,ବୁଡେନ ସ୍ଥିତ ତାଙ୍କର ନିଜ ଘର , ପଦ୍ମପୁର ଓ ପଦ୍ମପୁର ଚାରପାଳି ସ୍ଥିତ ଘର ଓ ତାଙ୍କର ବଲାଙ୍ଗୀର ସ୍ଥିତ ଶଶୁର ଘରେ ଏକକାଳୀନ ରାଜ୍ୟ ଭିଜିଲାନ୍ସ ର ଚଢ଼ାଉ ହେଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଜଣା ପଡ଼ିଛି । ବରଗଡ ଭିଜିଲାନ୍ସ DSP ଶ୍ରୀ ବିରେନ୍ଦ୍ର କୁମାର ନାୟକ ଙ୍କର ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିଛି ।

0
0
0
s2sdefault