ହେଡଲାଇନସ୍:

ଶଙ୍ଖମୁଖର ପାଟକୁରା : ପାଟକୁରାରେ ବି ନବୀନ କିମିଆ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସ୍ୱାମୀଙ୍କ ବାଗଡୋର ସମ୍ଭାଳିବେ ସାବିତ୍ରୀ


  ପାଟକୁରା(୯୬) ଭାଗ୍ୟଫଳ : ୧୫ତମ ରାଉଣ୍ଡ ପରେ ବିଜେଡି ୮୪୭୩୧     , ବିଜେପି ୬୭୨୮୪   ଓ କଂଗ୍ରେସ ୧୯୩୩  | ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଠାରୁ ୧୭୦୮୭  ଭୋଟ ରେ ଆଗୁଆ |

0
0
0
s2sdefault