ହେଡଲାଇନସ୍:

ୱାଧୀନତା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

kuchinda/ Ajaya Kumar Bagh : କୁଚିଣ୍ଡା ରେ ସ୍ୱାଧୀନତା ଦିବସ ଉପଲକ୍ଷେ ଉପଜିଲ୍ଲପାଳ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ ସମସ୍ତ ସ୍କୁଲ ଓ କଲେଜ ର ଶିକ୍ଷକ ଓ ଶିକ୍ଷୟତ୍ରି ମାନେ ଉପସ୍ଥିତ ଥିଲେ l

0
0
0
s2sdefault