ହେଡଲାଇନସ୍:

ଶପଥ ନେଲେ ଅମର ଓ ସସ୍ମିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ/ ଶାସକ ପ୍ରଶାସକ ବ୍ୟୁରୋ : ଓଡିଶାରୁ ରାଜ୍ୟସଭାକୁ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ରାଜ୍ୟସଭାରେ ସାଂସଦଭାବେ ଶପଥ ନେଇଛନ୍ତି | ରାଜ୍ୟସଭାର ଅଧ୍ୟକ୍ଷ ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡୁ  ଅମର ଓ ସସ୍ମିତଙ୍କୁ  ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଉଭୟ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ଓଡ଼ିଆ ଭାଷାରେ ଶପଥ ପାଠ କରିଥିବା  ଜଣାପଡିଛି | ସୂଚନାଯୋଗ୍ୟ ଯେ ଅମର ୫ ବର୍ଷ ପାଇଁ ରାଜ୍ୟ ସଭାକୁ ଯାଇଥବା ବେଳେ ଶସ୍ମିତ ୩ ବର୍ଷ ପାଇଁ ଯାଇଛନ୍ତି |
   


   

0
0
0
s2sdefault