ହେଡଲାଇନସ୍:

ଅଜଣା ପିକ୍ ଅପ୍ ଧକ୍କା ରେ ଜଣେ ମୃତ ଓ ଜଣେ ଗୁରୁତର : ସହାୟତା ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧର୍ମଗଡ଼ ରୁ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ  ଗୋଇନ୍ଦୀମୁଣ୍ଡା ଛକଠାରେ ଅଜଣା ଗାଡି ଧକ୍କାରେ ଜଣେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତ୍ୱର ।ଉତ୍ୟକ୍ତ ଲୋକଙ୍କ ଦ୍ୱାରା ଗୋଲାମୁଣ୍ଡା ଓ ଧର୍ମଗଡ଼ ରାସ୍ତା ଅବରୋଧ କରାଯାଇଛି । ସୂଚନା ଅନୁଯାୟୀ ମୃତକ ଜଣ ହେଲେ ଖଲିଆକାନୀ ବାହାଦୂରପଡାର  ପ୍ରଭୁଲାଲ ବୋଡ଼କିଆ (୨୨) ବୋଲି ଜଣା ପଡ଼ିଛି ।ଉତକ୍ତ ଲୋକେ ଶବ ରଖି  ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଥିଲା । ଘଟଣାସ୍ଥଳରେ ଗୋଲାମୁଣ୍ଡ ପୋଲିସ ଓ ଧର୍ମଗଡ଼  SDPO ପହଂଚି ତଦନ୍ତ ଆରମ୍ଭ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଚଳାଇଛନ୍ତି ।

0
0
0
s2sdefault