ହେଡଲାଇନସ୍:

କାଲି ସକାଳୁ କେହି ଘରୁ ନ ବାହାରିବା ପାଇଁ ଜନସାଧାରଣଙ୍କୁ ନିବେଦନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର:  ସାମୁଦ୍ରିକ ବାତ୍ୟା ‘‘ଫୋନୀଦଦର ବେଗ ବଢ଼ିଥିବାରୁ ଏହା କାଲି ଉପରବେଳା ପରିବର୍ତ୍ତେ କାଲି ସକାଳ ପ୍ରାୟ ୧୦ ଟା ବେଳେ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ତେଣୁ ସକାଳୁ କେହି ଘରୁ ନ ବାହାରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଉଛି । ଦୋକାନ, ବଜାର, ଅଫିସ୍, ଗାଡି ମଟର ଚଳାଚଳ ସବୁ ବନ୍ଦ ରଖନ୍ତୁ । ବାତ୍ୟା ଅତିକ୍ରମ ନ କରିବା ପର୍ଯ୍ୟନ୍ତ ସମସ୍ତେ ଘର ଭିତରେ ନିରାପଦରେ ରୁହନ୍ତୁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି | ସକାଳ ୬ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ‘ଫୋନି’ ବୋଲି ସୂଚନା ଦେଇଛନ୍ତି  ସ୍ୱତନ୍ତ୍ର ରିଲିଫ କମିଶନର।

0
0
0
s2sdefault