ହେଡଲାଇନସ୍:

ବିପୁଳ ପରିମାଣରେ ନିଶା ସାମଗ୍ରୀ ଓ ନଗଦ ଟଙ୍କା ଜବତ ଦୁଇ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡ :- ଆଗକୁ ସାଧାରଣ ନିର୍ବାଚନ । ରାଜନୈତିକ ଉଷ୍ଣତା ସହିତ ଅପରାଧିକ ଗତିବିଧି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଇକମାଲ ପୋଲିସ ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ମାତ୍ରାରେ  , କଫସିରଫ ଓ ଗଞ୍ଜେଇ ,ଇତ୍ୟାଦି ନିଶା ସାମଗ୍ରୀ ସହିତ ପ୍ରାୟ 3ଲକ୍ଷ 33 ହଜାର ଟଙ୍କା ଜବତ କରିବା ସହିତ ଜଣେ ପୁରୁଷ ଜଣେ ମହିଳାଙ୍କୁ ଗିରଫ କରିଛି । ଗିରଫ ହେଇଥିବା ମୁକେଶ ଅଗ୍ରୱାଲ (କାଳୁ) ଓ ଲଳିତା ରାଓ (ନନ୍ଦିତା)ଙ୍କୁ କେଶ ନ 70/2019 ରୁଜୁ କରି କୋର୍ଟ କୁ ଚାଲାଣ କରାଯାଇଛି ।

ଆଜି ଭୋରରୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଇକମାଲ ପୋଲିସ 2 ଗୋଟି ସ୍ଥାନରେ ଚଢ଼ାଉ ରେ ଜବତ କ  7 କେଜି ଗଞ୍ଜେଇ ଓ କଫସିରଫ 210 ବୋତଲ ସହିତ ନଗଦ 3ଲକ୍ଷ 33ହଜାର ଟଙ୍କା ଜବତ କରିବା ସହିତ ପାଇକମାଲ ର ମୁକେଶ ଅଗ୍ରୱାଲ (କାଳୁ) ଓ  ସହିତ କୋର୍ଟ ଚାଲାଣ କରିଛନ୍ତି । ଏକା କାଳୀନ ଏତେ ପରିମାଣରେ ନିଶାଦ୍ରବ ଓ।  ନଗଦ ଟଙ୍କା ଜବତ ହେବ ଏହା ପ୍ରଥମ। ଏହି ଚଢ଼ାଉ ରେ ଉକ୍ତପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ASI ପ୍ରକାଶ ଭୋଇ ନିରୁ ପଣ୍ଡା , ସନ୍ତୋଷ ମହାପାତ୍ର ଓ ଥାନାର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

0
0
0
s2sdefault