ହେଡଲାଇନସ୍:

ଆମ୍ୱେଦକର ଜୟନ୍ତୀ ଅବସରରେ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର/: ଜିଲ୍ଲା ସ୍ତରୀୟ ଆମ୍ୱେଦକର ଜୟନ୍ତୀ ଆସନ୍ତା ୧୪ ତାରିଖରେ ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ପୂର୍ବାହ୍ନ ୮ ଘଟିକା ସମୟରେଅନୁଷ୍ଠିତ ହେବ ।  ଏହି ଦିବସ ପାଳନ ଅବସରରେ ଗୁରୁବାର ପୂର୍ବାହ୍ନରେ ଜିଲ୍ଲା  ସ୍କୁଲ ଠାରେ ପ୍ରାଥମିକ ଠାରୁ ଉଚ୍ଚ ବିଦ୍ୟାଳୟ  ସ୍ତରୀୟ ଓଡିଆ ବକ୍ତୃତା ପ୍ରତିଯୋଗିତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଥିଲା ।  ବକ୍ତୃତା ପ୍ରତିଯୋଗିତାରେ ପ୍ରାଥମିକ ସ୍ତରରେ ଡି.ଏ.ଭି. ପବ୍ଳିକ ସ୍କୁଲର ଚ୍ଥାତ୍ରୀ ଦିବ୍ୟଦ୍ରଷ୍ଟା ମହାପାତ୍ର ପ୍ରଥମ, ଆପେକ୍ସ ଇଂଲିଶ ମିଡିୟମ ସ୍କୁଲର ଚ୍ଥାତ୍ର ଶୁଭମ ବିଶ୍ୱାଳ  ଦ୍ୱିତୀୟ ଓ ବୈଦ୍ୟରାଜପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚ୍ଥାତ୍ର ମୃତ୍ୟୁଞ୍ଜୟ  ବାରିକ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ମାଧ୍ୟମିକ ସ୍ତରରେ ଡି.ଏ.ଭି. ପବ୍ଳିକ ସ୍କୁଲର ଚ୍ଥାତ୍ରୀ ଅରୋପ୍ରିୟା ମହାନ୍ତି ପ୍ରଥମ, ବୈଦ୍ୟରାଜପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚ୍ଥାତ୍ରୀ  କାଜଲ ସାହୁ  ଦ୍ୱିତୀୟ ଓ ଆପେକ୍ସ ଇଂଲିଶ ମିଡିୟମ ସ୍କୁଲର ଚ୍ଥାତ୍ରୀ ଶ୍ରେୟା ପଣ୍ଡା ତୃତୀୟ ସ୍ଥାନ, ଉଚ୍ଚ ବିଦ୍ୟାଳୟ ସ୍ତରରେ ଊପେନ୍ଦ୍ର କୁମାର ଊଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ଏଲିଜା ପ୍ରିୟଦର୍ଶିନୀ ମହାପାତ୍ର ପ୍ରଥମ, ଆପେକ୍ସ ଇଂଲିଶ ମିଡିୟମ ସ୍କୁଲର ଚ୍ଥାତ୍ରୀ ରୋସନି ଦାସ ଦ୍ୱିତୀୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ଲକି ନନ୍ଦ ତୃତୀୟ ସ୍ଥାନ  ଅଧିକାର କରିଥିଲେ ।  ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରାଥମିକ ସ୍ତରରେ ଡି.ଏ.ଭି. ପବ୍ଳିକ ସ୍କୁଲର ଚ୍ଥାତ୍ର ତୃପ୍ତି ରଂଜନ ବିଶ୍ୱାଳ ପ୍ରଥମ, ବୈଦ୍ୟରାଜପୁର ନୋଡାଲ ଊଚ୍ଚ ପ୍ରାଥମିକ ବିଦ୍ୟାଳୟର ଚ୍ଥାତ୍ର ଚିଣ୍ଟୁ ନାୟକ ଦ୍ୱିତୀୟ, ଇଣ୍ଟରନ୍ୟାସନାଲ ଦିଲ୍ଲୀ ପବ୍ଳ୍ିକ ସ୍କୁଲର ଚ୍ଥାତ୍ର ଆୟୁଷ ଧଳ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି ।  ମାଧ୍ୟମିକ ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟ ଚ୍ଥାତ୍ରୀ ସାଇ ଅର୍ପିତା ମହାପାତ୍ର ପ୍ରଥମ, ଗରିଆପୁର ଯୁ.ଜି.ୟୁ.ପି. ସ୍କୁଲର ଚ୍ଥାତ୍ର ଶିବ ଶଙ୍କର ପତି ଦ୍ୱିତୀୟ, ଡି.ଏ.ଭି. ପବ୍ଳିକ ସ୍କୁଲର ଚ୍ଥାତ୍ରୀ ସାଇନା ଶତପଥୀ ତୃତୀୟ ଓ ଊଚ୍ଚ ବିଦ୍ୟାଳୟ ସ୍ତରରେ ଊପେନ୍ଦ୍ର କୁମାର ଊଚ୍ଚ ବିଦ୍ୟାଳୟର ଚ୍ଥାତ୍ର ଉମା ଶଙ୍କର ସାହୁ ପ୍ରଥମ, ସୈାରଭ କୁମାର ନାୟକ ଦ୍ୱିତୀୟ ଓ ସରକାରୀ ବାଳିକା ଊଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ପ୍ରାର୍ଥନା ଦାସ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି ।   ଆମ୍ୱେଦକର ଜୟନ୍ତୀ ପାଳନ ଅବସରରେ ଏହି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅବଗତ କରାଇଚ୍ଥନ୍ତି ।  ଏହି ପ୍ରତିଯୋଗିତାକୁ ବିଚାରକ ଭାବେ ବିମ୍ୱାଧର ଧଳ, ବୈକୁଣ୍ଠ ନାଥ ପତି, ନିତ୍ୟାନନ୍ଦ ଦେଓ, ଗୟାଧର ପୁହାଣ, ଧିରେନ୍ଦ୍ର କୁମାର ରାୟ, ନିରୁପମା ମହାନ୍ତି, ଜ୍ଞାନ ରଂଜନ ପତି,  ଗିରିଧାରୀ ସ୍ୱାଇଁ, ଶରତ ଚନ୍ଦ୍ର ମୁଦୁଲି ଓ ସତ୍ୟଜିତ୍ ହାଲଦାର ପରିଚାଳନା କରିଥିବା ବେଳେ ଲୋକ ସଂପର୍କ କାର୍ଯ୍ୟାଳୟର ଭଣ୍ଡାର ରକ୍ଷକ ସତ୍ୟଜିତ୍ ନାୟକ, ରତିକାନ୍ତ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।  

 

 

0
0
0
s2sdefault