ହେଡଲାଇନସ୍:

ଶଙ୍ଖ ଫୁଙ୍କିଲେ ସୁଭାଷ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : କାନ୍ଦି କାନ୍ଦି ବିଜେପି ଛାଡିଥିବା ଟାଣୁଆ ବିଜେପି ନେତା ସୁଭାଷ ଚୌହାନ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ସୁଭାଷଙ୍କୁ ଦଳରେ ଗ୍ରହଣ କରିବା ସହ ତାଙ୍କ ଯୋଗଦାନ ଦଳକୁ ଅଧିକ ମଜଭୁତ କରିବ ବୋଲି କହିଛନ୍ତି । ନବୀନ ବାବୁଙ୍କ କାର୍ଯ୍ୟଧାରା ଓ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ  ସେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ସୁଭାଷ ।

0
0
0
s2sdefault