ହେଡଲାଇନସ୍:

ନହଲେ ପେ ଦହଲା :  ନବୀନଙ୍କ ମାଷ୍ଟର ଷ୍ଟ୍ରୋକ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଗତକାଲି ଦାମ ବାବୁ ବିଜେପିରେ ଯୋଗ ଦେବା ପରେ ଅତ୍ୟଧିକ ଉତ୍ସାହିତ ହୋଇ ପଡିଥିବା ବୈଜୟନ୍ତ କହିଥିଲେ ଯେ ପ୍ରଥମ ବଳରେ ଛକ୍କା ବାଜିଛି | ତାର ଆଜି ଜବାବ ଦେବାକୁ ଯାଉଛନ୍ତି ସଂଖପତି | ପୁରା ନହଲେ ପେ ଦହଲା |  ବିଜେଡି ଫେରିବେ ବିଜୁଙ୍କ ପ୍ରିୟ ଚେଲା ଦିଲ୍ଲୀପ ରାୟ | ଆଜି ନବୀନ ନିବାସରେ ଯୋଗ ଦେଇପାରନ୍ତି ଦିଲ୍ଲୀପ | ଯଦି ବୈଜୟନ୍ତ କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ହୁଆନ୍ତା, ଦିଲ୍ଲୀପ ରାୟ କରି ପାରନ୍ତି ପ୍ରତିଦ୍ଵନ୍ଦ୍ଵତା କରିପାରନ୍ତି ଦିଲ୍ଲୀପ | 

0
0
0
s2sdefault