ହେଡଲାଇନସ୍:

ସିନାପାଲିଠାରୁ ବିଜେଡି କାଳିଆ ରଥ ଶୁଭାରମ୍ଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିନାପାଲିରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକରୁ ସମସ୍ତ ଗାଁ କୁ କାଳିଆ ରଥ ଶୁଭାରମ୍ଭ ହେଇଯାଇଛି ! ଭାରୁଆମୁଣ୍ଡା ଓ ଗୋବିନ୍ଦପୁର ଗ୍ରାମ ପଂଚାୟତଠାରେ କାଳିଆ ରଥକୁ ବିଜୁବାହିନୀ ଓ ବିଭିନ୍ନ ଚାଷୀ ଗ୍ରାମବାସୀମାନେ କାଳିଆ ରଥକୁ ସ୍ୱାଗତ କରିଥିଲେ ଏବଂ ମୁଖ୍ୟଅତିଥି ଯୋଗଦାନ କରି ଥିଲେ ! ବ୍ଲକ ବିଜେଡି ଯୁବ ସଭାପତି ସୁରେଶ ବାଗ ସରପଞ୍ଚ କବିତା ତାଣ୍ଡି ,ପିଇଓ -ପ୍ରେମଲାଲ  ନାୟକ  ଏବଂ ବିଭିନ୍ନ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ! କାଳିଆ ରଥ ବିଭିନ୍ନ କୃଷି କାର୍ଯ୍ୟ ତଥା ପାଲା ,ନାଟକ ଦେଖେଇ କାଳିଆ ଯୋଜନା ବିଷୟରେ ବୁଝାଇ ଥିଲେ !

0
0
0
s2sdefault