ବିନ୍ଧ୍ୟଗିରୀବାସୀ ବିଂଝାଳ ସମାଜର ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା- ସର୍ଗିବାହାଲ ଗ୍ରା:ପ ସ୍ତରିୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଂଝାଳ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଶ୍ରୀ କ୍ଷୀରୋଦ୍ର ବରିହା ଅବସର ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ସଭାପତିତ୍ବ କରିଥିଲେ । ଉକ୍ତ ସଭାରେ ପଞ୍ଚାୟତ ସ୍ତରିୟ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ଶ୍ରୀଯୁକ୍ତ ନିରାକାର ବରିହା (ପଣ୍ଡରିପାଣି) ସଭାପତି, ଶ୍ରୀ ଧନଞୟ ବରିହା (ସର୍ଗିବାହାଲ) ସଂପାଦକ, ଶ୍ରୀଯୁକ୍ତ ମାଧ ବରିହା (ସର୍ଗିବାହାଲ) କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ ଏବଂ ଜୋନ୍ ୨ ର ସଭାପତି ହିସାବରେ ଶ୍ରୀଯୁକ୍ତ ରସାନନ୍ଦ ବରିହା (ସର୍ଗିବାହାଲ) ନିର୍ବାଚିତ ହୋଇଥିଲେ । ଉକ୍ତ ସଭାରେ ବିପୁଲ ସଂଖ୍ୟାରେ ପଞ୍ଚାୟତର ସମସ୍ତ ଗ୍ରାମର ବିଂଝାଲ ସମାଜର ଭାଇମାନେ ଯୋଗଦାନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ |

0
0
0
s2sdefault