ହେଡଲାଇନସ୍:

ସଦିଦ ଯବାନଙ୍କୁ ଡୁଙ୍ଗୁରିପାଲି ଗ୍ରାମରେ ଶ୍ରଦ୍ଧାଞ୍ଜଳି ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡ ପଲସଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଜବାନ ମାନଙ୍କ ଅମର ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ମାଁ ମାଉଲି ଯୁବକ ସଙ୍ଘ ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ପରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଶାନ୍ତ ସାହୁ, ଶଶାଙ୍କ ସାହୁ,ସାନନ୍ଦ ସାହୁ,ମାଧବ ସାହୁ,ଶାନ୍ତନୁ ସାହୁ,ସଞ୍ଜିବ ସାହୁ, ସୂରଜ ସାହୁ,ରାଜିନ ସାହୁ, ଇଜିନ ସାହୁ,ମାନସ ସାହୁ,ସୁମିତ ସାହୁ ଓ ସୋହନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ 

0
0
0
s2sdefault