ହେଡଲାଇନସ୍:

CRPF 189/C କମ୍ପାନୀ ତରଫରୁ ମେଗା ଚିକିତ୍ସା ଶିବିର ଓ ଅତ୍ୟାବଶ୍ୟକୀୟ ସରଞ୍ଜାମ ବଣ୍ଟନ ଆସନ୍ତା 21 ରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ/GOURANGA CHARAN DASH  :- ଆସନ୍ତା 21 ତାରିଖ ଦିନ ପାଇକମାଲ ମୁଖ୍ୟାଳୟ ରେ କାର୍ଯରତ CRPF ର 189 / C କମ୍ପାନୀ ଦ୍ୱାରା ଏକ ମେଗା ସ୍ଵସ୍ଥ ଶିବିର ର ଆୟୋଜନ କରିବା ପାଇଁ ସ୍ଥିରୀକୃତ ହେଇଛି । ଏହି କାର୍ଯ୍ୟକ୍ରମ ରେ CRPFର ଡାକ୍ତରଙ୍କର ସହିତ ପାଇକମାଲ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମଧ୍ୟ ଯୋଗଦାନ କରି ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା ସହ  ଔଷଧ ବିତରଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହାସହିତ ଚୟନ କରାଯାଇଥିବା ଗରିବ ଶ୍ରେଣୀର ଲୋକଙ୍କୁ କମ୍ବଳ, ଚାରଜିଙ୍ଗ ଲାଇଟ ,ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଓ ବିଭିନ୍ନ ଗ୍ରାମର ଯୁବକମାନଙ୍କୁ ଖେଳ ସାମଗ୍ରୀ ପ୍ରଦାନ କରାଯିବାର କାର୍ଯକ୍ରମ ମଧ୍ୟ ରହିଛି । ଏହି କାର୍ଯକ୍ରମ ରେ ବହୁ ସଂଖ୍ୟା ରେ ଲୋକ ଯୋଗଦାନ କରିବା ପାଇଁ କମାଣ୍ଡିଙ୍ଗ ଅଫିସର ଶ୍ରୀ ଅବଦୁଲ ଆହଦ୍ଦ ନିବେଦନ କରିଛନ୍ତି ।

 

0
0
0
s2sdefault