ହେଡଲାଇନସ୍:

   ସ୍ୱୟଂ ସହାୟକ ଓ ଯୁଗ୍ମଦେୟ ଗୋଷ୍ଠୀର ତାଲିମ କାର୍ଯ୍ୟକ୍ରମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ/ମାଣ୍ଡୋସିଲ (ରାଜେନ୍ଦ୍ର କୁମାର ପ୍ରଧାନ)-  ସ୍ୱୟଂ ସହାୟକ ଓ ଯୁଗ୍ମଦେୟ ଗୋଷ୍ଠୀର ଦକ୍ଷତା ଅଭିବୃଦ୍ଧି ତାଲିମ କାର୍ଯ୍ୟକ୍ରମ  କୃତାର୍ଥ ଆଚାର୍ଯ୍ୟ ସମବାୟ ପରିଚାଳକନା କେନ୍ଦ୍ର ବରଗଡ ଆନୁକୁଲ୍ୟରେ ଏଡି ସିସି ବ୍ୟାଙ୍କ ପାଇକମାଲ ସହଯୋଗ ରେ ନୃସିଂହନାଥ ଧର୍ମଶାଳା ପାଇକମାଲ ଠାରେ ଅନୁଷ୍ଟିତ ହୋଇଯାଇଛି । ଏସଏସଜି ଓ ଜେଏଲଜି ଋଣ ନେଣ ଦେଣ ବିଷୟରେ ଆଲୋଚନା କରିଥିଲେ। ପାଇକମାଲ ସମବାୟ ସମିତି ସଭାପତି ବଳରାମ ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ ସଭାରେ ପଦ୍ମପୁର  ସମବାୟ ଉପ ନିବନ୍ଧକ  ଭିକାରି ସେଠ।, ଜେନାଲ ଅଫିସର ଶରତ ଦାନି,ପ୍ରିନସପାଲ ନିରଞନ ମହାପାତ୍ର,ଅଧ୍ୟାପକ  ସୁଜିତ କୁମାର ରଥ,ବିଜୟ କୁମାର ବିଶି । ଏସଡ଼ିସିସି ବ୍ୟାଙ୍କ ପାଇକମାଲ ଆସିଷ୍ଟାଣ୍ଟ ମ୍ୟାନେଜର ବିରଜା ପ୍ରସାଦ ମଲ୍ଲୀକ,ଜାମସେଠ ସମବାୟ ସମ୍ପାଦକ ଦାମୋଦର ରଣା,ପାଇକମାଲ ସମବାୟ ସମ୍ପାଦକ ରମେଶ ସାହୁ,ପଲସଦା ସମବାୟ ସମ୍ପାଦକ ହେମନ୍ତ ସାହୁ,ଲଖମରା ସମବାୟ ସମ୍ପାଦକ ଅମୁଲ୍ୟ କୁମାର ବେହେରା ଅଂଶ ଗ୍ରହଣ କରି ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ।

0
0
0
s2sdefault