ହେଡଲାଇନସ୍:

ଜି ଉଦୟଗିରିରେ ଏନଏସି ରେ ଚାଲିଛି ପିଠା କାର୍ଯ୍ୟକ୍ରମ । ହେଲେ ଏଠାକୁ ସାମ୍ବାଦିକମାନଙ୍କୁ ନାଡାକିବାକୁ ପ୍ରଶାସନ କିଛି ନିର୍ଦ୍ଦେଶ ଦେଇଛନ୍ତି କି । ଯଦି ନୁହେଁ ତେବେ ଏ ସରକାରୀ କାର୍ଯ୍ୟକ୍ରମକୁ ଗଣମାଧ୍ୟମକୁ ଅଘୋଷିତ ବାରଣ କାହିଁକି ବୋଲି ସହରରେ ଚର୍ଚ୍ଚା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
0
0
0
s2sdefault