ହେଡଲାଇନସ୍:

କାଳିଆ ହେଲାଣି କାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ (ବିଶ୍ୱଜିତ ନାୟକ)-ରାଜ୍ୟ ସରକାର ଚାଷ ନିମନ୍ତେ ଚାଷୀ ମାନଙ୍କୁ ଆର୍ଥିକ  ସହାୟତା ଯୋଗେଇ ଦେବା ଉଦ୍ଦେଶ୍ୟରେ କାଳିଆ ଯୋଜନା ଆରମ୍ଭ କରିଛନ୍ତି I ସେଥିମଧ୍ୟରୁ ନୟାଗଡ ଜିଲ୍ଲାରୁ ୬୫ ହଜାର ୯୧୯ ଚାଷୀଙ୍କୁ ପ୍ରାରମ୍ଭିକ  ଭାବରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି I  ବାଦ ପଡିଥିବା  ଚାଷୀ ମାନେ ୧୦ ତାରିଖ ସୁଦ୍ଧା ପଂଚାୟତ ଅଫିସରେ ଉପଲବ୍ଧ ଗ୍ରୀନ ଫର୍ମରେ ଆବେଦନ କରିପାରିବେ I ନୟାଗଡ ଜିଲ୍ଲାର  ଅନେକ ପଂଚାୟତରେ ଏହାର ଅବ୍ୟବସ୍ଥା ଦେଖାଯାଇଛି I ଚାଷୀ ମାନେ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇ ଫର୍ମ ନେଉଛନ୍ତି ଓ ଅନେକ ଜାଗାରେ ମାର ପିଟର   ମଧ୍ୟ ନଜିର  ଆସିଲାଣି | 

 

0
0
0
s2sdefault