ହେଡଲାଇନସ୍:

Uco bank ATM ରେ ଡକାୟତି ଉଦ୍ୟମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ଗୌରାଙ୍ଗ ଦାଶ  :- ବରଗଡ ଜିଲ୍ଲାର ର ପାଇକମାଲ ରେ ଅବସ୍ଥିତ UCO ବ୍ୟାଙ୍କ ର ATM ରେ ଗତ ରାତିରେ ଏକ ବିରାଟ ଧରଣ ର ଡକାୟତି ଉଦ୍ୟମ କରାଯାଇଛି । ଡକାୟତ ମାନେ ATM ମେସିନ କୁ ଭାଙ୍ଗି ଦେଇଥିବା ବେଳେ ଏକ ବେଟ୍ରି ନେଇଯାଇଥିବା ଜଣା ପଡ଼ିଛି । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସୂଚନା ପରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଘଟଣା ସ୍ଥଳକୁ ପହଂଛି ତଥ୍ୟ ତଥା ପ୍ରମାଣ ସଂଗ୍ରହ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

 
0
0
0
s2sdefault