ହେଡଲାଇନସ୍:

63 ହିତାଧିକାରିଙ୍କୁ ବିଧାୟକ ବାଣ୍ଟିଲେ  ବିଜୁ ପକ୍କାଘର କାର୍ଯ୍ୟାଦେଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲରୁ ଯଶୋବନ୍ତ ସାହୁ

ରେଢ଼ାଖୋଲ ବ୍ଲକ କାର୍ଯ୍ୟାଳୟ ରେ ମଙ୍ଗଳବାର ବିଜୁ ପକ୍କାଘର କାର୍ଯ୍ୟାଦେଶ ବଣ୍ଟନ ମେଳା ଅନୁଷ୍ଠିତ ହୋଇଛି l ବ୍ଲକର ବିଭିନ୍ନ ପଞ୍ଚାୟତ ର 63 ଜଣ ହିତାଧିକାରି ଙ୍କୁ ବିଜୁ ପକ୍କାଘର ର କାର୍ଯ୍ୟଦେଶ ବଣ୍ଟନ କରାଯାଇଛି l ବ୍ଲକ ଅଧ୍ୟକ୍ଷା କବିତା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକ ରୋହିତ ପୂଜାରୀ ଯୋଗଦେଇ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ l ବିଡ଼ିଓ ପରିକ୍ଷିତ ସାହୁ,ଏବିଡ଼ିଓ ସହଦେବ ନନ୍ଦ,ସରପଞ୍ଚ,ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ l ଲୁହାପଙ୍କ ସରପଞ୍ଚ ଅଶ୍ୱିନୀ ପ୍ରଧାନ, ତ୍ରିବଣପୁର ସରପଞ୍ଚ ଷଡ଼ାନନ ପ୍ରଧାନ, କଦଳୀଗଡ଼ ସରପଞ୍ଚ ନଳିନୀ ଦେହୁରୀ,କଦଳୀଗଡ଼ ସମିତି ସଭ୍ୟ ଧର୍ମେନ୍ଦ୍ର କଅଁର ସମେତ ପଞ୍ଚାୟତ ର କାର୍ଯ୍ୟବାହି ଅଧିକାରି ମାନେ ଯୋଗଦେଇଥିଲେ l

0
0
0
s2sdefault