ହେଡଲାଇନସ୍:

ବାଲ୍ୟ ବିବାହ ନିରୋଧ ସଚେତନତା ଅଭିଯାନ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାଳିଆପାଣିରୁ ଦୟାନିଧି ମହାନ୍ତ 

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଯାଜପୁର ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଓଡିଶା ସରକାର ଙ୍କ ତରଫରୁ ନଗଡା ଠାରେ ଏକ ସଚେତନତା ଶିବିର ଆୟୋଜିତ କରାଯାଇଥିଲା l ଏଥିରେ ସ୍ଥାନୀୟ ସରପଞ୍ଚ ,ସୁକିନ୍ଦା ସିଡିପିଓ ,ଡିସିପିଓ ଏବଂ ଶିଶୁ ମଙ୍ଗଳ କମିଟି ଅଧକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ଦେବତା ,ସାମ୍ବାଦିକ ରବିନାରାୟଣ କର ଏବଂ ସମାଜସେବିକା ଗୀତା ମହାନ୍ତ ଅଂଶ ଗ୍ରହଣ କରି ନଗଡ଼l ବାସୀଙ୍କୁ ବହୁମୂଲ୍ୟ ବାର୍ତା ଏବଂ ପରାମର୍ଶ ଦେଇଥିଲେ l ନଗଡ଼l ନିବାସୀ ଜୁଆଙ୍ଗ ମାନଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ କରାଇ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି କରିବା ସଙ୍ଗେ ସଙ୍ଗେ ବାଲ୍ୟ ବିବାହ ନକରିବାପାଇଁ ସଚେତନ କରାଇ ଥିଲେ l ନଗଡା କୁ ଲୋକଲୋଚନ କୁ ଆଣିଥିବା ସାମ୍ବାଦିକ ଶ୍ରୀ ରବିନାରାୟଣ କର ଏଥିରେ ଭାଗନେଇ କହିଥିଲେ ଜୁଆଙ୍ଗ ସମ୍ପ୍ରଦାୟ ର ଝିଅ ମାନେ ଅଠର ବର୍ଷ ବୟସ ପୂର୍ବରୁ ବାହା ନହେବା ପାଇଁ ପଂଚାୟତ ସ୍ଥରରେ ,ବ୍ଲକ ସ୍ଥରରେ ବିଭିନ୍ନ ଯୋଜନା ହାତକୁ ନିଆ ଯିବା ଉଚିତ l

 

 

 

 

0
0
0
s2sdefault