ହେଡଲାଇନସ୍:

"ମୌଳିକ  ଅଧିକାରକୁ ସଂଙ୍କୁଚିତ କରାଗଲେ ମାନବିକ ଅଧିକାର କ୍ଷୁର୍ଣ୍ଣହେବ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଶ୍ୱମାନବିକ ଅଧିକାର ଦିବସ ପାଳିତ 

ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର ): ବ୍ୟକ୍ତିର ସ୍ୱାଧିନତା, ସମାନତା ସ୍ୱାଧିନ ଚିନ୍ତା ଓ ମୂଲ୍ୟବୋଧ  ଉପରେ ଆଧାରିତ |  ମୌଳିକ  ଅଧିକାରକୁ ସଂଙ୍କୁଚିତ କରାଗଲେ ମାନବିକ ଅଧିକାର କ୍ଷୁର୍ଣ୍ଣହେବ | ଏଥିପାଇଁ ଛାତ୍ର ଛାତ୍ରୀ ମାନେ ସଚେତନ ରହିଲେ ଏହାର ଉପଯୋଗିତା ମିଳିପାରିବ ବୋଲି  ସ୍ଥାନୀୟ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ଅନୁଷ୍ଠିତ  ୭୦ତମ ବିଶ୍ୱ ମାନବିକ ଅଧିକାର ଦିବସ ପାଳନ ଅବସରରେ ଓଡଗାଁ ନ୍ୟାୟାଳୟର ବିଚାରପତି ରାଜେନ୍ଦ୍ର କୁମାର ଦାଶ ମତବ୍ୟକ୍ତ କରିଛନ୍ତି ।  ଅନ୍ୟ ମାନଙ୍କ ମଧ୍ୟରେ ଓଡଗାଁ ବାର ଆସୋସିଏସନର  ସଭାପତି ଇନ୍ଦୁଭୁଷଣ ମିଶ୍ର, ଆଇନଜୀବୀ  ପ୍ରମୋଦ କୁମାର ବିଶ୍ୱାଳ, ନାରାୟଣ ନାୟକ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ପ୍ରଧାନ ଗୁରୁଜୀ ସହଯୋଗ କରିଥିଲେ ।  

0
0
0
s2sdefault