ହେଡଲାଇନସ୍:

କଦଳୀଗଡ଼ ସମବାୟ ସମିତିରେ ଆଜି ଠାରୁ ଧାନ କିଣା ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ଼ ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ରେଢ଼ାଖୋଲ R.M.C ର ସୁଶାନ୍ତ କୁମାର ତ୍ରୀପାଠୀ ଏହି ଧାନ କିଣା କାର୍ଯ୍ୟ କ୍ରମ ର ଶୁଭାରମ୍ଭ କରିଥିଲେ l ପ୍ରଥମ ଦିନରେ ସମୂଦାୟ 12 ଜଣ ଚାଷୀ ଙ୍କ ଠାରୁ 1549 ବସ୍ତାଧାନ କ୍ରୟ କରାଯାଇଛି l ଏଥିରେ ମିଲରକୁ 1329 ବସ୍ତା ଯାଇଥିବାବେଳେ 220 ବସ୍ତା କାର୍ଯ୍ୟାଳୟ ରେ ଜମା ଅଛି l ଅନ୍ୟ ମାନଙ୍କର ମାଧ୍ୟମରେ ଏହି କାର୍ଯ୍ୟ କ୍ରମରେ କଦଳୀଗଡ଼ ଦଧିବାମନ କୃଷକ ସଂଗଠନ ର ସଭାପତି ବୃଷକେତୁ ପ୍ରଧାନ ସମ୍ମେତ ଏଆରସିଏସ ପ୍ରାଥମିକ କୃଷି ସମବାୟ ସମିତି ର ସଂପାଦକ ଲବ ସ୍ୱାଇଁ ଏବଂ ସଭାପତି ଅମିତ କୁମାର ପ୍ରଧାନ ଓ ଦଧିବାମନ କୃଷକ ସଂଘର ଚାଷୀ ଭାଇ ମାନେ ଉପସ୍ଥିତ ଥିଲେ ତାସଂଙ୍ଗେ ବଡ଼ବାହାଳ ପଞ୍ଚାୟତ ଓ କୁକୁଡ଼ାବାହାଳୀ ପଞ୍ଚାୟତ ର ଚାଷୀ ଭାଇ ମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l

 
 
0
0
0
s2sdefault