ହେଡଲାଇନସ୍:

ଅନଘା ପଞ୍ଚାୟତରେ ଯୁଗ୍ମ ଜନଶୁଣାଣୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗଜପତି ଜିଲ୍ଲା ଆର.ଉଦୟଗିରି ଗୋଷ୍ଠୀ ଉନ୍ନୟନ ବ୍ଲକର ଅନଘା ପଞ୍ଚାୟତରେ ଯୁଗ୍ମ ଜନଶୁଣାଣୀ ଆଜି ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା, ଭାରତୀୟ ପ୍ରଶାସନିକ ଅଧିକାରୀଙ୍କ ସମେତ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ଅମୂଲ୍ୟ କୁମାର ଦାସ ଉପସ୍ଥିତି ଥିଲେ । ଏହି ଅବସରରେ ମୋଟ ୬୨ଗୋଟି ଜଣିକିଆ ଦରଖାସ୍ତ ଓ ୧୦ଗୋଟି ଗୋଷ୍ଠୀଗତ ଦରଖାସ୍ତ ଆସିଥିଲା ସେଥିମଧ୍ୟରୁ ୬ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ୭୦ ହଜାର ଟଙ୍କା ଓ ରେଡ୍‍କ୍ରସ ପକ୍ଷରୁ ୭ଜଣଙ୍କୁ ୨୯ହଜାର ଟଙ୍କା ସହାୟତା କରାଯାଇଥିଲା । ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦାନ କରିଥିଲେ ଓ ଆର ଉଦୟଗିରି ବିଡିଓ ପ୍ରଦୀପ  ନାୟକ ମଧ୍ୟ ଉପସ୍ଥିତି ଥିଲେ ।

 

0
0
0
s2sdefault