ହେଡଲାଇନସ୍:

ବାଇକ୍ ଦୁର୍ଘଟଣା ରେ ଯୁବକ ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ

ରେଢ଼ାଖୋଲ 55 ନଂ ଜାତୀୟ ରାଜପଥ ଚାରମାଳ ଥାନା ଚାଟୁଣୀ ନିକଟରେ ଆଜି ସକାଳେ ବାଇକ ଦୁର୍ଘଟଣା ରେ ଭାଲୁଚୁଆ ଗ୍ରାମର ସୁଶାନ୍ତ ଗଡ଼ତିଆ(25) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି l ତାଙ୍କୁ ସ୍ଥାନିୟ ଲୋକ ମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରେଢ଼ାଖୋଲ ଡ଼ାକ୍ତର ଖାନାରେ ଚିକିସ୍ଛିତ ହେଉଛନ୍ତି l ସୁଶାନ୍ତ ଏକ ବାଇକ ଯୋଗେ ରେଢ଼ାଖୋଲ ଆସୁଥିବା ବେଳେ ଭାରସାମ୍ୟ ହରାଇ ଚାଟୁଣି ସ୍କୁଲ ସମ୍ମୁଖରେ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି l

0
0
0
s2sdefault