ହେଡଲାଇନସ୍:

ହାଇକୋର୍ଟ ପ୍ରତିଷ୍ଠା ଦାବିରେ ହୋମଯଜ୍ଞ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବଲାଙ୍ଗୀର(ନିରୋଜ ମିଶ୍ର)- ବଲାଙ୍ଗୀର ରେ ହାଇକୋର୍ଟ ବେଞ୍ଚର ପୁନଃ ସ୍ଥାପନା ପାଈଁ ବଲାଙ୍ଗୀର ବ୍ରାହ୍ନଣ ମହାସଭା ତରଫରୁ ପୂର୍ଣ ସମର୍ଥନ ଜଣାଇ ଏକ ଅଭିନବ ଉପାୟରେ ଆନ୍ଦୋଳନ   ପ୍ରଦାନ କରିଛନ୍ତି । ହାଇକୋର୍ଟ ବ୍ୟାଞ୍ଚର ପୁନଃ ସ୍ଥାପନ ପାଇଁ ଆଜି ଶତାଧିକ ବ୍ରାହ୍ନଣ ସ୍ୱତଃପ୍ପୁର୍ତ୍ତ ଭାବେ ସ୍ଥାନୀୟ ନରସିଂହ ମନ୍ଦିରରେ ପୁଜାର୍ଚ୍ଚନାକରି ଏକ ବିଶାଳ ପଟୁଆରରେ ସ୍ଥାନୀୟ କଚେରି ଛକ ଠାରେ ପହଞ୍ଚିଥିଲେ । ବ୍ରାହ୍ମଣ ମାନେ ରାସ୍ତା ଉପରେ ହୋମ ଯଜ୍ଞ କରି ଶ୍ଲୋକ ଉଚ୍ଚାରଣ କରିବା ଅଞ୍ଚଳ ପ୍ରକମ୍ପିତ ହୋଇଯାଇଥିଲା । ବ୍ରାହ୍ମଣ ସମାଜ ତରଫରୁ ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବ୍ୟାଞ୍ଚର ପୁନଃ ସ୍ଥାପନରେ ତାଙ୍କର ପୁର୍ଣ୍ଣ ସମର୍ଥନ ରହିଛି ବୋଲି ଉପସ୍ଥିତ ସଦସ୍ୟ ସଦସ୍ୟା ମାନେ କହିଥିଲେ । ବିଭିନ୍ନ ରାଜନୈତିକ ଦଳରେ ରହିଥିବା ସତ୍ୱେ ଆମ୍ଭ ମାନଙ୍କ ଭିତରେ ଏକତା ଓ ଭାଇଚାରା ରହିଛି ବୋଲି ଏବଂ ବଲାଙ୍ଗିରର ସ୍ୱାର୍ଥ ପାଇଁ ସମସ୍ତେ ଏକ ହେବା ପାଇଁ ସମସ୍ତେ ଆଗେଇ ଆସିବେ ବୋଲି କହିଥିଲେ ।  ଏହି ଆନ୍ଦୋଳନରେ ବଲାଙ୍ଗିର ବ୍ରାହ୍ମଣ ମହାସଭାର ସମସ୍ତ କାର୍ଯ୍ୟକର୍ତ୍ତା ସମେତ ସଭାପତି ସତ୍ୟବ୍ରତ ବେଦବାକ,  ସମ୍ପାଦକ ପର୍ଶୁରାମ ନାୟକ, ରଘୁନାଥ ମିଶ୍ର, ରଘୁନାଥ ମିଶ୍ର, ବିନୋଦ ମିଶ୍ର, ଜୟକୃଷ୍ଣ ଦାସ ଶର୍ମା, ଟିକେଶ୍ୱର ଗୁରୁ, ପ୍ରଭାକର ମିଶ୍ର, ଘାସିରାମ ମିଶ୍ର, ଲୋଟସ ଷଡଙ୍ଗି,ମନୋଜ ମିଶ୍ର, ମନୀଷ ମିଶ୍ର, ଆକାଶ ମିଶ୍ର, ସନ୍ଦିପ ପାଣିଗ୍ରାହି, ଦେବଦତ୍ତ ପାଣିଗ୍ରାହି, ଆଲୋକ ରଞ୍ଜନ ଉଦ୍ଗାତା, ଦୈତାରି ପୁଜାରି, ଜଗନ୍ନାଥ ମିଶ୍ର, ତ୍ରୀପୁରାରୀ ପାଣିଗ୍ରାହିି, ପ୍ରଭାସ ପାଣିଗ୍ରାହିି, ଗୋପାଳଜି ପାଣିଗ୍ରାହି, ଅନନ୍ତ ଦାଶ, ବାବୁଲା ରଥ, ବାସୁ ରଥ, ବାସୁ ଦାଶ, ରାଜେନ୍ଦ୍ର ହୋତା, ସାଗର ସଙ୍ଗମ ସତପଥି,  ବିଭୁତି ମିଶ୍ର, ଶିଶିର କାନ୍ତ ଶତପଥି, ପୁର୍ଣ୍ଣଚନ୍ଦ୍ର ପଣ୍ଡା, ମନରଞ୍ଜନ  ଯୋଶି, ସାଗରିକା ଗୁରୁ, ମନୋଜ ତ୍ରୀପାଠୀ, ମୁରାରୀ ମିଶ୍ର, ବିଶ୍ୱଜିତ ଦାଶ, ବିଭୁଦତ୍ତ ଗୁରୁ, ସୁରେନ୍ଦ୍ର ମିଶ୍ର, ନିରୋଜ କୁମାର ମିଶ୍ର, ସତ୍ୟ ନାଏକ, ସଞ୍ଜୟ ଷଡଙ୍ଗି, ବିଜୟ ବାବୁ, ଦିପକ ପଣ୍ଡା, ତପନ ପାଣିଗ୍ରାହୀ, ଅନିଲ ପାଣିଗ୍ରାହି, ଲଳିତ ନାୟକ, ଅମୃତ ପଣ୍ଡା, ରଞ୍ଜନ ତ୍ରିପାଠୀ, ଅଶିତ ଷଡଙ୍ଗି, ନରେନ୍ଦ୍ର ମିଶ୍ର, ଧର୍ମେନ୍ଦ୍ର ନନ୍ଦ, ସୁବାସ ପଣ୍ଡା, ସରସ୍ୱତି ନନ୍ଦ, ରଞ୍ଜିତା ପାଣିଗ୍ରାହି,  ସେଖର ପଣ୍ଡା, ଜୟରାମ ମିଶ୍ର, ଭବାନି ସତପଥି, ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । 

0
0
0
s2sdefault