ଡିସେମ୍ୱର ୮ ତାରିଖରେ  ଯାଜପୁର ଜିଲ୍ଲାରେ  ଜାତୀୟ ଲୋକ ଅଦାଲତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର,(ଜୟଶଙ୍କର ଦାଶ) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଡିସେମ୍ୱର ୮ ତାରିଖରେ  ଜାତୀୟ ଲୋକ ଅଦାଲତ ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ  ହେବ ।   ଏହି ଲୋକ ଅଦାଲତରେ ବିଭିନ୍ନ ମକଦ୍ଧମାର ପଂଏସଲା କରାଯିବ ।  ଏଥିରେ ବିଭିନ୍ନ ବିଭାଗ ପକ୍ଷରୁ ବକେୟା ଥିବା ମାମଲା ଗୁଡିକର ତ୍ୱରାନ୍ୱିତ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି  ଆଇନ ସେବା ପ୍ରାଧିକରଣର ସଂପାଦକ   ଶର୍ମିଷ୍ଠା ଦାଶ ଅବଗତ   କରାଇଚ୍ଥନ୍ତି ।  

 

0
0
0
s2sdefault