ହେଡଲାଇନସ୍:

ହାତୀ ଆତଙ୍କ, ଜଣକୁ ଦଳିଦେଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୁରଭଞ୍ଜ ଜିଲ୍ଲାରେ ହାତୀ ଉପଦ୍ରବ ଜାରି - ଲୋଜଙ୍କ ଭିତରେ ଖେଳିଯାଇଛି ଆତଙ୍କ । ବେତନଟୀ ରେଂଜ୍ଜ ଫାଲଝରୀ ଗାଁ ରେ ହାତୀ ଆକ୍ରମଣ ରେ ଜଣ ଙ୍କ ମୃତ୍ୟୁ ଖବର ଚଂଚଲ୍ୟ ସୃଷ୍ଟି କରିଛି ।  ଫାଲଝରୀ ଗାଁ ର ଭୀମ ମାର୍ଣ୍ଡି ନାମକ ଜଣେ ୬୦ ବର୍ଷର ବୃଦ୍ଧ ଙ୍କ ମୃତ୍ୟୁ ହୋଇଅଛି - ଆଜି ରାତ୍ର ପ୍ରାୟ ୧୦ ତା ସମୟରେ ନିଜ ଘରୁ ବାହାରକୁ ବାହାରି ଥିବା ବେଳେ ଳେ ହାତୀ ବୃଦ୍ଧ କୁ କଚାଡି ମାରିଛି- ତେବେ ବୃଦ୍ଧ ଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଅଞ୍ଚଳବାସୀ ଙ୍କ ମଧ୍ୟରେ ଭୟ ର ବାତାବରଣ ସୃଷ୍ଟି କରିଛି-    ଗତକାଲି (ବୁଧବାର) ରାତିରେ  ବେତନଟୀ ରେଞ୍ଜର କ୍ଷେତ୍ରପାଟାଣ ଗ୍ରାମରେ ହାତୀ ଆକ୍ରମଣ ରେ ଗଲୁ ଟୁଡୁ ଗାଁ ପାଖ ପୋଖରୀ କୁ ଶୌଚ ହେବ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ ରେ ଗୁରୁତର ହୋଇ ବାରିପଦା ରେ ଚିକିତ୍ସା ହେଉଥିବା ବେଳେ ଆଜି ପୁଣି ଜଣେ ବୃଦ୍ଧ ଙ୍କୁ ହାତୀ କାଚଡ଼ି ମାରିଛି।

0
0
0
s2sdefault