ହେଡଲାଇନସ୍:

ଦାସିଗାଁ ସରକାରୀ ବିଦ୍ୟାଳୟ ରେ ଏମ ଡି ଏମ ଚାଉଳ ଚୋରି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା( ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦାସୀଗାଁ ସରକାରୀ ଉଛ ପ୍ରାଥମିକ ବିଦ୍ୟାଳୟ ରେ ଗତ ବିଳମ୍ବିତ ରାତିରେ କବାଟ ଫାଡ଼ି ୩ଜଣ ଦୃବୁତ ଚାଉଳ ଚୋରି କରିଥିବା ସି ସି ଟିଭି ରେକର୍ଡ ରେ ସାମ୍ନା କି ଆସିଛି l ସକାଳ ସମୟରେ ପ୍ରଧାନ ଶିକ୍ଷୟତ୍ରୀ ଦମୟନ୍ତୀ କର ସେ ସ୍କୁଲରେ କିଛି ଅଫିସ କାମ ଥିବାରୁ ସେ ଆସିଥିଲେ ଓ କବାଟ ଫାଙ୍କା ଥିବା ଦେଖି ସେ ଚାଉଳ ଗୁଡାମ ଗୃହ ଦେଖି ସେ ଚାଉଳ ଗୋଦାମ ଦେଖି ଗ୍ରାମର ର ସରପଞ୍ଚ ଓ ଚିଲିଗୁଡା ଫାଣ୍ଡି ଅଧିକାରୀ ଙ୍କୁ ଫୋନ ମାଧ୍ୟମରେ ସ୍କୁଲ ଡାକି ଥିଲେ ଓ ଘଟଣାର ସବିଶେଷ ବିବରଣୀ ଜଣାଇଥିଲେ l ଏହି ଘଟଣାର ତଦନ୍ତ ହେବା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି l ସୂଚନା ଅନୁସାରେ ଦମୟନ୍ତୀ କର ମେଡମ କହିବା ଅନୁସାରେ ୨୮ଟି ଚାଉଳ ବସ୍ତା ୧୮ଟି ଚାଉଳ ବସ୍ତା ଚୋରି ହୋଇଥିବା ଅଭିଯୋଗ ହେଇଛି l

0
0
0
s2sdefault