ହେଡଲାଇନସ୍:

ଜୀବନ ବିନ୍ଦୁ କାର୍ଯ୍ୟକ୍ରମ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାଳିଆପାଣିରୁ ଦୟାନିଧି ମହାନ୍ତ : ଜୀବନ ବିନ୍ଦୁ କାର୍ଯ୍ୟକ୍ରମ  ଜରିଆ ରେ ଏକ ରକ୍ତ ଦାନ ଶିବିର ଟାଟା ଷ୍ଟିଲ କାଟେ ପୂର୍ତ୍ତି ହଲ ରେ ଆଜି ଆୟୋଜନ କରାଯାଇଥିଲା l ଖଣି ଅଂଚଳର ରଂlଷୋଳ ଏବଂ କାଙ୍କଡ଼ ପାଳ ଗ୍ରାମ ପଂଚାୟତର  ଯୁବ ବିଜୁ ଜନତା ଦଳର ଏକ ମିଳିତ  ଆୟୋଜନରେ ଏହି ରକ୍ତ ଦାନ ଶିବିର ଅୟୋଜନ  କରାଯାଇଥିଲା l ସ୍ଥାନୀୟ ବିଧାୟକ  ପ୍ରିତିରଞ୍ଜନ  ଘଡ଼ାଇ ଏହାର ଶୁଭାରମ୍ଭ କରିଥିଲେ l ଏହି ଜୀବନ ବିନ୍ଦୁ ଜରିଆରେ ପାଖାପାଖି ଏକ ହଜାର ୟୁନିଟ  ରକ୍ତ ସଂଗ୍ରହ କରାଯିବାର ଲକ୍ଷ ରଖା ଯାଇଥିଲା  l ଏହି ଶିବିରରେ ସ୍ଥାନୀୟ ବିଧାୟକ ଙ୍କ ଉପସ୍ଥିତି ଯୁବ ବିଜେଡି ସଦସ୍ୟମାନଙ୍କୁ ରକ୍ତଦାନ କରିବାପାଇଁ ଆଗ୍ରହ ଏବଂ ଉତ୍ସlହ ପ୍ରଦାନ କରିଅଛି l

0
0
0
s2sdefault