ହେଡଲାଇନସ୍:

ଯକ୍ଷ୍ମା ଓ ଟିବି ମିତ୍ର  ଆପ୍ଲିକେସନ ଉପରେ ସଚେତନତା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ -ଗୁରୁବାର ଦିନ ସ୍ଥାନୀୟ ଅଞ୍ଚଳର ମହାବିଦ୍ୟାଳୟ ପଦ୍ମପୁର ଠାରେ ଯକ୍ଷ୍ମା ଓ ଟିବି ମିତ୍ର ଆପ୍ଲିକେସନ ଉପରେ ଏକ ସଚେତନତା ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଲଲିତେନ୍ଦୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରିଚ ର ପ୍ରତିନିଧି ଶ୍ରୀଯୁକ୍ତ ବିଜୟ କୁମାର ପଣ୍ଡା ଯୋଗଦେଇ ଯକ୍ଷ୍ମା ଓ ଟିବି ମିତ୍ର ଆପ୍ଲିକେସନର ବ୍ୟବହାରିତା,ଆବଶ୍ୟକତା ଓ ଜନସାଧାରଣ ଙ୍କୁ କିପରି ଭାବରେ ସଚେତନ କରାଯାଇ ପାରିବ ସେ ଉପରେ ଉପସ୍ଥିତ ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି ଶିବିରରେ ଆରଏନଟିସିପି (ଡିପିସି ) ର ଶୋଭନ କୁମାର କର ,P.P.M Coordinator ଦେବବ୍ରତ ମେହେର ,S.T.S ଆଶିଷ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault